ଇଣ୍ଡୋନେସିଆରେ ଭୂକଂପ

0 45

ଜାକର୍ତ୍ତା: ଇଣ୍ଡୋନେସିଆର ପୂର୍ବ ପାପୁଆ ପ୍ରଦେଶରେ ସୋମବାର ଭୂକଂପ ହୋଇଛି । ଏହାର ତୀବ୍ରତା ୫.୭ ଥିଲା ବୋଲି ସରକାରୀଭାବେ କୁହାଯାଇଛି । ଏହି ଭୂକମ୍ପ କେନ୍ଦ୍ରର କିରୋମ ଜିଲ୍ଲାର ୪୩ କିଲୋମିଟର ଦକ୍ଷିଣ-ପଶ୍ଚିମ ଦିଗରେ ଏବଂ ୮୭ କିଲୋମିଟର ଗଭୀରତାରେ ଘଟିଛି । କିରୋମ ଜିଲ୍ଲାର ତଥା ପ୍ରଦେଶର ରାଜଧାନୀ ଜୟପୁରାର ତୃତୀୟରୁ ୪ର୍ଥ ଏମଏମଆଇ (ମୋଡିଫାଏଡ୍‌ ମର୍କାଲ୍ଲି ଇଣ୍ଟେନସିଟି) ରେ ଏହି ଭୂକମ୍ପର ତୀବ୍ରତା ଅନୁଭୂତ ହୋଇଛି । ତେବେ ସୁନାମି ସତର୍କତା ଜାରି କରାଯାଇ ନାହିଁ ।

hiranchal ad1
Leave A Reply

Your email address will not be published.

two × 5 =