ଚତୁର୍ଥ ଟେଷ୍ଟରୁ କରୁଣ ନାୟାରଙ୍କ କଟିବ ପତା ! ଏହି ଯୁବ ବ୍ୟାଟସମ୍ୟାନଙ୍କୁ ମିଳିପାରେ ସୁଯୋଗ
ନୂଆଦିଲ୍ଲୀ- କରୁଣ ନାୟାରଙ୍କୁ ଦ୍ୱିତୀୟ ସୁଯୋଗ ଦିଆଯାଇଥିଲା କିନ୍ତୁ ସେ ଏହାର ଫାଇଦା ଉଠାଇପାରିଲେ ନାହିଁ। ଚତୁର୍ଥ ଟେଷ୍ଟ ପାଇଁ ଭାରତର ପ୍ଲେଇଂ ଇଲେଭେନରେ ତାଙ୍କ ସ୍ଥାନ ମିଳିବା ସମ୍ଭାବନା କମ୍ ।ଆଠ ବର୍ଷ ପରେ ଟିମ୍ ଇଣ୍ଡିଆ ପାଇଁ ପ୍ରତ୍ୟାବର୍ତ୍ତନ କରୁଥିବା କରୁଣ ନାୟାର ତାଙ୍କର ୬!-->…
Read More...
Read More...