ଅଭ୍ୟାସ ବେଳେ ଆହତ ହେଲେ ଟିମ୍ ଇଣ୍ଡିଆର ଷ୍ଚାର ବ୍ୟାଟ୍ସମ୍ୟାନ
ନୂଆଦିଲ୍ଲୀ- ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ପ୍ରସ୍ତୁତି ଆରମ୍ଭ କରିଦେଇଛି। ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ପରି ଅଭିଜ୍ଞ ଖେଳାଳିଙ୍କ ଅବସର ପରେ ଶୁଭମନ ଗିଲଙ୍କୁ ଭାରତର ୩୭ତମ ଟେଷ୍ଟ ଅଧିନାୟକ କରାଯାଇଥିଲା। ସିରିଜ୍ ହେଡିଙ୍ଗଲିରେ!-->…
Read More...
Read More...