ବଡ଼ଦାଣ୍ଡରେ ଭକ୍ତ ଭଗବାନଙ୍କର ହେଲା ଅପୂର୍ବ ମିଳନ
ପୁରୀ : ସବୁ ପ୍ରତୀକ୍ଷାର ଅନ୍ତ। ବଡ଼ଦାଣ୍ଡରେ ଭକ୍ତ ଭଗବାନଙ୍କର ହେଲା ଅପୂର୍ବ ମିଳନ। ଶ୍ରୀମନ୍ଦିରରୁ ଧାଡ଼ି ପହଣ୍ଡିରେ ଆସି ରଥରେ ବିରାଜିଲେ ଚତୁର୍ଦ୍ଧାମୂର୍ତ୍ତି। ଚାହିଁ ରହିଛନ୍ତି ଭକ୍ତ। ଭକ୍ତି ସାଗରରେ ବୁଡ଼ିଲା ବଡ଼ଦାଣ୍ଡ। ଘଣ୍ଟଘଣ୍ଟା, ହୁଳହୁଳି, ହରିବୋଲ ନାଦରେ ଚତୁର୍ଦ୍ଦିଗ!-->…
Read More...
Read More...