ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା-୨୦୨୫ ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତି ବୈଠକ
ଭୁବନେଶ୍ୱର: ଓଡ଼ିଆ ସାଂସ୍କୃତିକ ମହାଚେତନାର ମୂଳପିଣ୍ଡ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ନିରନ୍ତର ପ୍ରବହମାନ ଶ୍ରୀଜଗନ୍ନାଥ ପରମ୍ପରାକୁ ନେଇ ଓଡ଼ିଆ ଅସ୍ମିତା, ଅଧ୍ୟାତ୍ମ ଓ ଆତ୍ମପରିଚିତି ସାରା ବିଶ୍ୱରେ ସୁପ୍ରତିଷ୍ଠିତ । ମାନବବାଦର ଶ୍ରେଷ୍ଠ ପ୍ରତୀକ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାରେ!-->…
Read More...
Read More...