ଏଣିକି ବିମାନରେ ବ୍ୟବହାର କରିପାରିବେ ନାହିଁ ମୋବାଇଲ

ନୂଆଦିଲ୍ଲୀ: ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତୀୟ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (DGCA) ସମସ୍ତ ବିମାନ କମ୍ପାନୀ ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି। ଏବେଠାରୁ, ପ୍ରତିରକ୍ଷା ବିମାନବନ୍ଦରରୁ ଉଡ଼ାଣ କିମ୍ବା ଅବତରଣ କରୁଥିବା ସମସ୍ତ ବିମାନ ପାଇଁ ସ୍ବତନ୍ତ୍ର ନିୟମ
Read More...

ଭିଜିଲାନ୍ସ ଜାଲରେ ବାରିପଦା ପୌରପରିଷଦର ବରିଷ୍ଠ କିରାଣି

ଭୁବନେଶ୍ବର: ମୟୂରଭଞ୍ଜ ଜିଲ୍ଲା ବାରପଦା ପୌରପରିଷଦ ଏଷ୍ଟାବ୍ଲିସମେଣ୍ଟ ବିଭାଗର ବରିଷ୍ଠ କିରାଣି ଲାଞ୍ଚ ନେଇ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। କିରାଣି ଜଣକ ହେଲେ ଗୋପାଳକୃଷ୍ଣ ପ୍ରଧାନ। ପିତାଙ୍କ ନାମରେ ଥିବା ଦୋକାନ ଘରକୁ ପୁଅ ନାମରେ ମାଲିକାନାସତ୍ତ୍ବ
Read More...

ଯନ୍ତ୍ରୀଙ୍କ ଟେବୁଲ ଡ୍ରରେ ପୁଳାପୁଳା ଗୁଟଖା !

ରେଙ୍ଗାଲି : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ କାର୍ଯ୍ୟାଳୟ ଭିତରେ ଥିବା ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ କରୁଣାକର ତ୍ରିପାଠୀଙ୍କ ଟେବୁଲ ଡ୍ର ଭିତରୁ ପୁଳା ପୁଳା ଗୁଟଖା ଦେଖିବାକୁ ମିଳିଥିଲା l ସତରେ ଏହା ଅଫିସ କାର୍ଯ୍ୟାଳୟ ନା ଗୁଟଖା କାରଖାନା । ଯଦି ଜଣେ ସରକାରୀ କର୍ମଚାରୀ ହୋଇ ନିଜ
Read More...

ଜମ୍ମୁ-କାଶ୍ମୀର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଅସୁସ୍ଥ 

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଅସୁସ୍ଥ । ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର । ସତ୍ୟପାଲଙ୍କର ଦୁଇଟି କିଡନୀ ଫେଲ୍ ହେବା ପରେ ସେ ଅସୁସ୍ଥ ଥିବା ନେଇ ଖୋଦ୍ ସତ୍ୟପାଲ ମଲ୍ଲିକ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି ।
Read More...

ଆଇପିଏଲ ବିଜେତା ଦଳକୁ ଏତିକି ଟଙ୍କା ଦେବ ବିସିସିଆଇ

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଯୋଗୁଁ ଚଳିତ ବର୍ଷର ଆଇପିଏଲ ଟୁର୍ଣ୍ଣାମେଣ୍ଟ ଗୋଟିଏ ସପ୍ତାହ ପାଇଁ ବାତିଲ କରାଯାଇଥିଲା। ଏହା ପରେ ପୁଣି ଥରେ IPL ଆରମ୍ଭ ହେଲା। ପୂର୍ବରୁ ଆଇପିଏଲ ଫାଇନାଲ୍ ୨୫ ମେରେ କୋଲକାତାର ଇଡେନ୍ ଗାର୍ଡେନରେ ଖେଳାଯିବାର ଥିଲା କିନ୍ତୁ ଏବେ ଏହି
Read More...

ଜୁନ ୧ରୁ ଯେକୌଣସି ସମୟରେ ଖୋଲିବ ହୀରାକୁଦ ଡ୍ୟାମ୍, ଜାରି ହେଲା ସତର୍କ ସୂଚନା

ସମ୍ବଲପୁର,: ସମ୍ଭାବ୍ୟ ଆଗକୁ ଆସୁଥିବା ବଡ ବର୍ଷା ମଧ୍ୟରେ ହୀରାକୁଦ ଜଳଭଣ୍ଡାରରୁ ଜୁନ ୧ ତାରିଖରୁ ଯେ କୌଣସି ସମୟରେ ବନ୍ୟା ଜଳ ନିଷ୍କାସନ କରାଯାଇପାରେ। ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ଏ ସମ୍ପର୍କରେ ଏକ ଚେତାବନୀ ଜାରି କରିଛନ୍ତି, ଯେଉଁଥିରେ ୧୫ଟି ନିମ୍ନାଞ୍ଚଳ ଜିଲାର ଜିଲାପାଳଙ୍କୁ ସତର୍କ
Read More...

ଡକାୟତି ପାଇଁ ସଜବାଜ ବେଳେ ମାଡ଼ି ବସିଲା ସୋନପୁର ପୋଲିସ, ୩ଗିରଫ

ସୁବର୍ଣ୍ଣପୁର : ଟାଉନ ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ତେଲ ନଦୀ ରିଙ୍ଗ ରୋଡ ଲେପ୍ରୋସି କଲୋନୀ ନିକଟରେ ୮ ରୁ ୧୦ ଜଣ ଅସମାଜିକ ବ୍ୟକ୍ତି ଏକାଠି ହୋଇ ଡକାୟତି ଯୋଜନା କରୁଥିବା ସୂଚନା ପାଇ ସୋନପୁର ପୁଲିସର ଉକ୍ତ ଟିମ ସେହି ସ୍ଥାନରେ ଚଢାଉ କରିଥିଲା।
Read More...

ବଦଳିଲା ସାବିତ୍ରୀ ଅମାବାସ୍ୟା ଛୁଟି

ଭୁବନେଶ୍ୱର-ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସାବିତ୍ରୀ ଅମାବାସ୍ୟା ପାଇଁ ସରକାରୀ ଛୁଟିକୁ ମେ ୨୭ ତାରିଖ ପରିବର୍ତ୍ତେ ମେ ୨୬ ତାରିଖରେ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି।ସୂଚନା ଯୋଗ୍ୟ ଯେ, ଚଳିତ ବର୍ଷ ସାବିତ୍ରୀ ଅମାବାସ୍ୟା ପାଇଁ
Read More...

ଭିଜିଲାନ୍ସ ଜାଲରେ ଆଉ ଜଣେ ଅଧିକାରୀ

ନୂଆପଡ଼ା: ଭିଜିଲାନ୍ସ ଶୁକ୍ରବାର ନୂଆପଡ଼ା ଆର ଆଣ୍ଡ ବି ଡିଭିଜନ ଅଧୀନରେ ଖରିଆରରେ କାର୍ଯ୍ୟରତ ଜୁନିଅର ଇଞ୍ଜିନିୟର ସୁଶାନ୍ତ କୁମାର ସେଠୀଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି (ଡିଏ) ଠୁଳ ଅଭିଯୋଗରେ ତଦନ୍ତ ଆରମ୍ଭ କରିଛି। ଭୁବନେଶ୍ୱର, ପିପିଲି (ପୁରୀ) ଓ ନୂଆପଡ଼ାରେ ଥିବା ୮ଟି
Read More...

୭୩.୬୨ ଲକ୍ଷ ଠକେଇ ଅଭିଯୋଗରେ ଜଣେ ଗିରଫ

ଭୁବନେଶ୍ବର- ଡିଜିଟାଲ୍ ଗିରଫ କରିବାକୁ ଧମକ ଦେଇ ଜଣେ ବ୍ୟକ୍ତିଙ୍କ ଠାରୁ ୭୩.୬୨ ଲକ୍ଷ ଠକେଇ କରିବା ଅଭିଯୋଗରେ କ୍ରାଇମ୍ ବ୍ରାଞ୍ଚ, ଓଡିଶାର ସାଇବର କ୍ରାଇମ୍ ୟୁନିଟ୍ ପଶ୍ଚିମବଙ୍ଗର ହାୱଡ଼ାରୁ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛନ୍ତି ରୋହିତ କୁମାର ଜୟସୱାଲ। ଅଭିଯୁକ୍ତ
Read More...