କୋଭିଡରେ ଆକ୍ରାନ୍ତ ହେଲେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶୀରୋଦକର
ନୂଆଦିଲ୍ଲୀ: କୋଭିଡରେ ଆକ୍ରାନ୍ତ ହେଲେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶୀରୋଦକର। ଏନେଇ ଅଭିନେତ୍ରୀ ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି।ଏହା ସହ ସେତାଙ୍କ ଫଲୋଅରଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ଶିଳ୍ପା ନିକଟରେ ବିଗ୍ ବସ୍ ୧୯ରେ ନଜର ଆସିଥିଲେ।ସେପଟେ ଶିଳ୍ପାଙ୍କ!-->…
Read More...
Read More...