ଧଳପୁର-ଆଠମଲ୍ଲିକ ସେତୁ ନିକଟରେ ଦୁର୍ଘଟଣା ; ୨ ଗୁରୁତର
ହରଭଙ୍ଗା : ବୌଦ୍ଧ ଜିଲ୍ଲା ଧଳପୁର -ଆଠମଲ୍ଲିକ ମହାନଦୀ ସେତୁ ଖରସଂକୁଳେଇ ଛକ ନିକଟରେ ସଡକ ଦୁର୍ଘଟଣା । ଦୁର୍ଘଟଣା ରେ ଦୁଇ ବାଇକ ଆରୋହୀ ଗୁରୁତର । ଗୁରୁତରଙ୍କୁ ପ୍ରଥମେ ଆଠମଲ୍ଲିକ ମେଡିକାଲ ପରେ ସଂକଟାପନ୍ନ ହେବାରୁ ଅନୁଗୋଳ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଥିବା ସୂଚନା ।!-->…
Read More...
Read More...