ଆସିଲା ବିସିସିଆଇ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ମୁମ୍ୱାଇ : ଘୋଷଣା ହୋଇଛି ବିସିସିଆଇ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ । ନୂଆ ଲିଷ୍ଟରେ ମୋଟ ୩୪ ଜଣ ଖେଳାଳିଙ୍କୁ ସ୍ଥାନ ମିଳିଛି । ବଡ଼ କଥା ହେଉଛି ଏଥର ବିସିସିଆଇ ତାଲିକାକୁ ଫେରିଛନ୍ତି ଇଶାନ କିଶନ ଓ ଶ୍ରେୟସ ଆୟର । ଦୀର୍ଘଦିନ ପରେ ଟିମ୍‌କୁ ଫେରିବାର ଚାନ୍ସ ମିଳିଛି । ତେବେ ଅନେକ ଖେଳାଳି
Read More...

ପରଲୋକରେ ପୋପ୍ ଫ୍ରାନ୍‌ସିସ୍‌

ନୂଆଦିଲ୍ଲୀ : ଭାଟିକାନ୍ ସିଟିରେ ପୋପ୍ ଫ୍ରାନ୍‌ସିସ୍‌ଙ୍କ ଦେହାନ୍ତ । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା । ନିକଟରେ ପୋପ୍ ଫ୍ରାନ୍‌ସିସ୍‌ ଙ୍କୁ ନିମୋନିଆ ହେବା ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଭାଟିକାନ୍ ସିଟିରୁ ପୋପ୍ ଙ୍କ
Read More...

୪ଡକାୟତ ଗିରଫ,ବନ୍ଧୁକ ଗୁଳି ଜବତ

ପୁରୀ:ବନ୍ଧୁକ ଦେଖାଇ ଡକାୟତି ପାଇଁ ଯୋଜନା କରୁଥିବା ଚାରିଜଣ ଦୁର୍ଦ୍ଦାନ୍ତ ଡକାୟତଙ୍କୁ ଗିରଫ କରିଛି ସମୁଦ୍ର କୂଳ ଥାନା ପୋଲିସ। ଗିରଫ ଅଭିଯୁକ୍ତ ହେଲେ ପୁରୀ ଦୋଳମଣ୍ଡପ ସାହିର ରାଜକିଶୋର ନାୟକ ,ମାର୍କଣ୍ଡେଶ୍ୱର ସାହିର କାହ୍ମା ସାହୁ ,ଦାମୋଦର ରୋଡର ଜଗତଜ୍ୟୋତି ଆକ ଏବଂ ଡେଲାଙ୍ଗର ପାର୍ଥ
Read More...

ଭାଲୁ କାମୁଡ଼ାରେ ଜଣେ ଗୁରୁତର

କୋରାପୁଟ : କୋରାପୁଟ ଜିଲା ସଦର ବ୍ଲକ୍ ତଥା ସଦର ଥାନା ଅନ୍ତର୍ଗତ କେନ୍ଦାର ପଂଚାୟତ ର ମସ୍ତିଗୁଡା ଗ୍ରାମ ରେ ରବିବାର ଭୋର ସକାଳେ ଭାଲୁ କାମୁଡ଼ାରେ ଲଛନ ରଣା (50) ଗୁରୁତର ହୋଇଛନ୍ତି । ଗ୍ରାମର ଲଛନ ବିଳମ୍ବିତ ନିଜ ନିତ୍ୟକର୍ମ ସାରି ଘରକୁ ଫେରୁଥିବା ସମୟରେ ଭାଲୁ ଆକ୍ରମଣର ଶିକାର ହୋଇଥିଲେ
Read More...

ଶ୍ରୀଜୀଉ ମାନଙ୍କୁ ଦର୍ଶନ କଲେ ରାଜ୍ୟପାଳ

ପୁରୀ : ଆଜି ଅପରାହ୍ନ ରେ ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭବପାଟି ଓ ଓଡ଼ିଶାର ମାନ୍ୟବର ଫାଷ୍ଟ ଲେଡି ଶ୍ରୀମତୀ ଜୟଶ୍ରୀ କମ୍ଭବପାଟି ଶ୍ରୀମନ୍ଦିର ଯାଇ ଶ୍ରୀଜୀଉ ମାନ ଙ୍କୁ ଦର୍ଶନ କରିଥିଲେ।ରାଜ୍ୟପାଳଙ୍କ ସହ ମାନ୍ୟବର ପୁରୀ ଲୋକସଭା ସାଂସଦ ଡା ସମ୍ବିତ ପାତ୍ର ମଧ୍ୟ ଶ୍ରୀଜୀଉ ମାନଙ୍କୁ
Read More...

ଛତିଶା ନିଯୋଗ ବୈଠକ

ପୁରୀ: ଏପ୍ରିଲ ୩୦ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା। ଏହି ଦିନ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ ସହ ୨୧ ଦିନ ବ୍ୟାପି ବାହାର ଚନ୍ଦନ ଯାତ୍ରା ଆରମ୍ଭ ହେବ। ଆଜି ଅପରାହ୍ନରେ ନୀଳାଦ୍ରି ଭକ୍ତ ନିବାସରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ
Read More...

ବଣ୍ଟା ହେବ ନୂଆ ରାସନ କାର୍ଡ

ଭୁବନେଶ୍ବର: ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ମିଳିବ । ଏନେଇ ଆଜି ଘୋଷଣା କରିଛନ୍ତି ରାଜ୍ୟ ସରକାର । ନୂଆ ରାସନ କାର୍ଡ ପ୍ରସ୍ତୁତ କରିବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ୨୨ ତାରିଖ ସୁଦ୍ଧା ନୂଆ ରାସନ କାର୍ଡ ପ୍ରିଣ୍ଟ ସହିତ ଲାମିନେସନ କରି
Read More...

ବିବାହ ବିଚ୍ଛେଦ ସଂପର୍କରେ ପ୍ରଶ୍ନ କରିଥିଲେ ୟୁଜର, ଏମିତି ଉତ୍ତର ରଖିଲେ ସୋନାକ୍ଷୀ

 ସୋନାକ୍ଷୀ ସିହ୍ନା ତାଙ୍କର ଦୀର୍ଘ ଦିନର ପ୍ରେମିକ ଜାହିର ଇକବାଲଙ୍କୁ ୨୩ ଜୁନ ୨୦୨୪ରେ ବିବାହ କରିଥିଲେ। ପରିବାର ବ୍ୟତୀତ ଅଭିନେତ୍ରୀଙ୍କ ନିକଟତର ବନ୍ଧୁମାନେ ମଧ୍ୟ ତାଙ୍କ ବିବାହରେ ଯୋଗ ଦେଇଥିଲେ। ଦୁହେଁ ପ୍ରାୟ ୭ ବର୍ଷ ଧରି ଗୁପ୍ତରେ ପରସ୍ପରକୁ ଡେଟ କରିଥିଲେ ଏବଂ ତା’ପରେ ବିବାହ
Read More...

କଟକ, ଭୁବନେଶ୍ୱର, ପୁରୀ ମଧ୍ୟରେ ଚାଲିବ ହାଇ-ଟେକ୍ ଇଲେକ୍ଟ୍ରିକ ବସ୍

ଭୁବନେଶ୍ୱର: ସ୍ଥାୟୀ ଏବଂ ହାଇ-ଟେକ୍ନୋଲୋଜି ସମ୍ପନ୍ନ ସାର୍ବଜନୀନ ପରିବହନ ଆଡ଼କୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପରେ, କେନ୍ଦ୍ରୀୟ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଓଡ଼ିଶାରେ ଫ୍ଲାସ୍-ଚାର୍ଜିଂ ଇଲେକ୍ଟ୍ରିକ ବସ୍ ପରିଚାଳନର ପ୍ରସ୍ତାବ ଦେଇଛନ୍ତି। ଏହି ପଦକ୍ଷପ ଦ୍ୱାରା
Read More...

ଆସନ୍ତାକାଲିଠାରୁ ତିନିଦିନ “ଓଡ଼ିଶା କଳା ଏବଂ ସଂସ୍କୃତି ଉତ୍ସବ” ଏବଂ “ଭାରତ ସଂସ୍କୃତ…

ପୁରୀ: ଶୁକ୍ରବାର ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ଅଡିଟୋରିୟମରେ "ଓଡ଼ିଶା କଳା ଏବଂ ସଂସ୍କୃତି ଉତ୍ସବ" ଏବଂ "ଭାରତ ସଂସ୍କୃତ ଯାତ୍ରା" କାର୍ଯ୍ୟକ୍ରମ ଆୟୋଜନ ହେବାକୁ ଯାଉଛି। ଓଡ଼ିଶା ଫେଷ୍ଟିଭାଲ୍ ଅଫ୍ ଆର୍ଟ ଆଣ୍ଡ କଲଚର ଆଣ୍ଡ ଭାରତ
Read More...