ଆଉ ଦୁଇ ବିଜେଡି ନେତା ନିଲମ୍ବିତ

ଭୁବନେଶ୍ୱର: ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଏନ୍ଏସିର ଉପାଧ୍ୟକ୍ଷ ପ୍ରଫୁଲ୍ଲ ମେହେରଙ୍କୁ ପ୍ରଥମେ ଦଳରୁ ନିଲମ୍ବନ କଲେ ନବୀନ । ସନ୍ଧ୍ୟାରେ ଆସିଲା ପ୍ରେସ ଇସ୍ତାହାର । ବିଳମ୍ବିତ ରାତିରେ ଜାରି ହେଲା ଆଉ ଏକ ନିର୍ଦ୍ଦେଶନାମା । କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା
Read More...

ଶିଲା ପଟ୍ଟନାୟକଙ୍କ ପରିବାରକୁ ସହାୟତା ଘୋଷଣା

ଭୁବନେଶ୍ୱର: ବସ୍ ଦୁର୍ଘଟଣାରେ ଆଖି ବୁଜିଥିବା ଜଣାଶୁଣା ଯୁବ ସାମ୍ବାଦିକା ଶିଲା ପଟ୍ଟନାୟକଙ୍କ ପରିବାରକୁ ସହାୟତା ଘୋଷଣା ହୋଇଛି । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ତାଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ୪ ଲକ୍ଷର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯାଇଛି । ସିଏମ୍ଓ
Read More...

ଶିଖ ବିରୋଧୀ ହିଂସା ମାମଲା,ପୂର୍ବତନ କଂଗ୍ରେସ ନେତା ସଜ୍ଜନ କୁମାର ନିର୍ଦ୍ଦୋଷରେ ଖଲାସ୍

ନୂଆଦିଲ୍ଲୀ ୨୨/୦୧: ୧୯୮୪ ଶିଖ ବିରୋଧୀ ହିଂସା ମାମଲା । ପୂର୍ବତନ କଂଗ୍ରେସ ନେତା ନିର୍ଦ୍ଦୋଷରେ ଖଲାସ୍ । ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ପୂର୍ବତନ କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ଜନକପୁରୀ ଓ ବିକାଶପୁରୀ ଅଞ୍ଚଳରେ ହୋଇଥିବା ହିଂସାକାଣ୍ଡ ସହ ଜଡିତ ଏକ ମାମଲାରେ ଦୋଷମୁକ୍ତ କରିଛନ୍ତି।
Read More...

ଡ୍ରୋନ ଉଡାଉଥିବା ଅଭିଯୋଗରେ ଯୁବକ ଗିରଫ

ପୁରୀ : ଶ୍ରୀମନ୍ଦିର ପରିକ୍ରମା ପରିସରରେ ଡ୍ରୋନ ଉଡାଉଥିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି | ପୁରୀ ଏସପି ଶ୍ରୀ ପ୍ରତୀକ ସିଂଙ୍କ ନିର୍ଦେଶ କ୍ରମେ ସିଂହଦ୍ୱାର ଥାନା ସମେତ ଅନ୍ୟ ଏକ ସ୍ୱତନ୍ତ୍ର ଟିମ ଡ୍ରୋନ କୁ କାବୁ କରିବାରେ ସମର୍ଥ ହୋଇଥିଲେ। ଦୁଇଟି ଯାକ ଟିମ ପୁରୀ
Read More...

ଶ୍ରୀମନ୍ଦିରକୁ ଉଡାଇ ଦେବାକୁ ଧମକ ଦେଇଥିଲେ, ବାନ୍ଧିଲା ପୁଲିସ

ପୁରୀ- ସୋସିଆଲ ମିଡିଆରେ ଧମକପୂର୍ଣ୍ଣ ପୋଷ୍ଟ ଘଟଣାରେ ଅଭିଯୁକ୍ତକୁ ଗିରଫ କଲା ପୁରୀ ପୋଲିସ। ଗିରଫ ଅଭିଯୁକ୍ତ ଜଣକ ହେଉଛି ପୁରୀର ପ୍ରତୀକ ମିଶ୍ର। ତେବେ ପୋଲିସର ସୂଚନା ଅନୁଯାୟୀ ଅଭିଯୁକ୍ତ ପ୍ରତୀକ ସୋସିଆଲ ମିଡିଆରେ ଜୁଲି ରାଣୀ ପଣ୍ଡା ନାମକ ଏକ ଆଇଡି ଖୋଲି ଖୁବଶୀଘ୍ର ଶ୍ରୀମନ୍ଦିରରେ
Read More...

ହିତାଧିକାରୀଙ୍କ ଖାତାକୁ ଗଲା ସୁଭଦ୍ରା ଟଙ୍କା, ଏହି ମାନଙ୍କୁ ମିଳିଲା

ଭୁବନେଶ୍ବର : ହିତାଧିକାରୀଙ୍କ ଖାତାକୁ ଗଲା ସୁଭଦ୍ରା ଟଙ୍କା । ମହିଳାଙ୍କ ଆକାଉଣ୍ଟକୁ ଗଲା ସୁଭଦ୍ରା ଟଙ୍କା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାଣ୍ଟିଲେ ସୁଭଦ୍ରା କିସ୍ତି । ୪ ଲକ୍ଷ ୫୭ ହଜାର ୬୮୧ ମହିଳାଙ୍କ ଖାତାକୁ ଗଲା ଟଙ୍କା । ହିତାଧିକାରୀଙ୍କ ଆକାଉଣ୍ଟକୁ ୩୧୫ କୋଟି ଟଙ୍କା ପ୍ରଦାନ
Read More...

ନାଗପୁରରେ ଅଭିଷେକଙ୍କ ‘ମହା-ତାଣ୍ଡବ’, ରସେଲଙ୍କ ବିଶ୍ୱ ରେକର୍ଡ ଭାଙ୍ଗି ନୂତନ ଇତିହାସ ସୃଷ୍ଟି କଲେ

ନୂଆଦିଲ୍ଲୀ: ଭାରତୀୟ ଷ୍ଟାର ବ୍ୟାଟସମ୍ୟାନ୍ ଅଭିଷେକ ଶର୍ମା ଜାନୁଆରୀ 21 ତାରିଖରେ ନାଗପୁରର ବିଦର୍ଭ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ (ଭିସିଏ ଷ୍ଟାଡିୟମ)ରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟି-20 ମ୍ୟାଚ୍ ସମୟରେ ଇତିହାସ ସୃଷ୍ଟି କରିଥିଲେ। ଅଭିଷେକ ନାଗପୁରରେ
Read More...

ଧୋନିଙ୍କ ରେକର୍ଡ ସମକକ୍ଷ ହେଲେ ରିଙ୍କୁ ସିଂହ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟରେ ଫିନିସର ଭୂମିକା ସର୍ବଦା ବିତର୍କର ବିଷୟ ହୋଇଆସିଛି, କିନ୍ତୁ ଉତ୍ତର ପ୍ରଦେଶର ଏକ ଛୋଟ ସହରରୁ ଆସିଥିବା ରିଙ୍କୁ ସିଂହ ଏହି ବିତର୍କର ଅନ୍ତ ଘଟାଇଛନ୍ତି। ୨୦୨୬ ଟି୨୦ ବିଶ୍ୱକପ୍ ପୂର୍ବରୁ, ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜର ପ୍ରଥମ ମ୍ୟାଚ୍ ରେ ରିଙ୍କୁ
Read More...

ଆକ୍ସନ ମୋଡରେ ନୀତିନ ନବୀନ : ବିଜେପି ଫୋକସରେ 5 ରାଜ୍ୟ, ବରିଷ୍ଠ ଦେଲେ ଦାୟିତ୍ବ

ନୂଆଦିଲ୍ଲୀ- ଦାୟିତ୍ୱ ଗ୍ରହଣ କରିବା ମାତ୍ରେ ନୂତନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ସ୍ପଷ୍ଟ କରିଥିଲେ ଯେ ସଂଗଠନ ଏବେ ସମ୍ପୂର୍ଣ୍ଣ ଭାବରେ ନିର୍ବାଚନ ମୋଡରେ ପରିବର୍ତ୍ତନ ହୋଇଛି। ଦିଲ୍ଲୀର ବିଜେପି ମୁଖ୍ୟାଳୟରେ ପ୍ରାୟ ଆଠ ଘଣ୍ଟା ଧରି ଚାଲିଥିବା ଏହି ବୈଠକ କେବଳ ଏକ ଔପଚାରିକତା
Read More...

ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା

ଭୁବନେଶ୍ୱର : ରାଜ୍ୟ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଜାତୀୟ ନିର୍ବାଚନ କମିଶନ ଓଡ଼ିଶା ସମେତ ୧୦ ରାଜ୍ୟମାନଙ୍କର ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କୁ ରିଟର୍ଣ୍ଣିଂ ଅଫିସର, ସହାୟକ ରିଟର୍ଣ୍ଣିଂ ଅଫିସର, ଭୋଟ୍ ଗ୍ରହଣ ସ୍ଥାନ ଏବଂ ବ୍ୟାଲଟ୍ ବକ୍ସର ପ୍ରକାର ସମ୍ପର୍କରେ ପ୍ରସ୍ତାବ
Read More...