ରିୟାନ ପରାଗଙ୍କୁ ହୋଇପାରେ ଜେଲ ଦଣ୍ଡ ! ଡ୍ରେସିଂ ରୁମରେ ଇ-ସିଗାରେଟ୍ ପିଇବା ପଡିପାରେ ମହଙ୍ଗା

ନୂଆ ଦିଲ୍ଲୀ-ରାଜସ୍ଥାନ ରୟାଲସ ଅଧିନାୟକ ରିୟାନ ପରାଗ ପଞ୍ଜାବ କିଙ୍ଗସ ବିପକ୍ଷରେ ଇଣ୍ଡିଆନ ପ୍ରିମିୟର ଲିଗ୍ ମ୍ୟାଚ୍ ସମୟରେ ଡ୍ରେସିଂ ରୁମରେ ଇ-ସିଗାରେଟ୍ ପିଇଥିବାର ଦେଖାଯାଇଥିଲା। ଏହି ଘଟଣା ମଙ୍ଗଳବାର ରାତିରେ ମୁଲାନପୁରରେ ଘଟିଥିଲା। ରାଜସ୍ଥାନ ଇନିଂସର 16ତମ ଓଭର ସମୟରେ, ପରାଗଙ୍କୁ
Read More...

କାଶୀ ବିଶ୍ବନାଥ ମନ୍ଦିରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପୂଜାର୍ଚ୍ଚନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବାରେକାରୁ ଏକ ରୋଡ୍ ସୋ କରି ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିରରେ ପହଞ୍ଚିଥିଲେ।  ଏହି ସମୟରେ ବିଜେପି ନେତା ଏବଂ କର୍ମୀମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଫୁଲ ବର୍ଷା କରି ୬ଟି ସ୍ଥାନରେ ସ୍ୱାଗତ କରାଯାଇଥିଲା। କାଶୀ ବିଶ୍ୱନାଥ ମନ୍ଦିରରେ
Read More...

ଦିନ ୧୧ରୁ ୩ ପର୍ଯ୍ୟନ୍ତ ଘରୁ ନ ବାହାରିବାକୁ ପରାମର୍ଶ

ଭୁବନେଶ୍ୱର: ଗ୍ରୀଷ୍ମ ପ୍ରବାହକୁ ନେଇ ୩୦ଟି ଜିଲାର ଜିଲାପାଳଙ୍କ ସହ ସରକାରଙ୍କ ତରଫରୁ ଅନେକ ସମୟରେ ଆଲୋଚନା ହୋଇଛି। ଗ୍ରୀଷ୍ମ ପ୍ରବାହରୁ ସୁରକ୍ଷିତ ରହିବା ପାଇଁ ପୂର୍ବାହ୍ଣ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଲୋକେ ଘରୁ ନ ବାହାରିବା ପାଇଁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ
Read More...

ପୂର୍ବ ଭାରତର ଦ୍ୱିତୀୟ ଜାମସେଦପୁର ହେବ କେନ୍ଦୁଝର – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:କେନ୍ଦୁଝର ଜିଲ୍ଲାକୁ ଏକ ସମୃଦ୍ଧ ଶିଳ୍ପ ହବ୍‌ରେ ପରିଣତ କରିବା ଲକ୍ଷ୍ୟରେ ଆଜି ମୁଖ୍ୟମନ୍ତ୍ରୀ ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ବଡ଼ବିଲ ଅଂଚଳର ଉଚ୍ଚବାଲି ଠାରେ ୧୬୪୭ କୋଟି
Read More...

 ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ବାଲ ଏବଂ ମନୀଷ ସିସୋଦିଆ ରାଜଘାଟରେ ପହଞ୍ଚିଛନ୍ତି। ବିରୋଧୀ ଦଳ ନେତା ଆତିଶୀ ମଧ୍ୟ ସେମାନଙ୍କ ସହିତ ଉପସ୍ଥିତ ଥିଲେ। ସେମାନେ ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ପୂର୍ବରୁ, ଅରବିନ୍ଦ
Read More...

IPL 2026 ପ୍ଲେଅଫ୍‌: କାହାର ସ୍ଥାନ ନିଶ୍ଚିତ, କିଏ ବାହାର ହେବ? ଜାଣନ୍ତୁ ସମ୍ପୂର୍ଣ୍ଣ ଗଣିତ

ନୂଆଦିଲ୍ଲୀ: IPL 2026ର 39ତମ ମ୍ୟାଚ୍‌ରେ, ଆରସିୱି ଡିସିକୁ 9 ୱିକେଟ୍‌ରେ ପରାସ୍ତ କରି ସିଜିନ୍‌ର ଷଷ୍ଠ ବିଜୟ ହାସଲ କରିଛି। ଏହି ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଏକ ଲଜ୍ଜାଜନକ ପରାଜୟ ବରଣ କରିଛି। ଡିସିର ପରାଜୟ ପରେ, IPL 2026 ପଏଣ୍ଟ ଟେବୁଲ ସୂଚାଇ ଦେଉଛି ଯେ ଦୁଇଟି ଦଳ ପ୍ଲେଅଫ୍
Read More...

ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ବଡ କଥା କହିଲେ ବିଜେପି ରାଜ୍ୟ ସଭାପତି

ଭୁବନେଶ୍ଵ: ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ବଡ଼ ସୂଚନା। ରାଜ୍ୟରେ ଖୁବଶୀଘ୍ର ନିଗମ ଓ ବୋର୍ଡ ନିଯୁକ୍ତି। ସେ କହିଛନ୍ତି ଯେ, ଜୁନ ୧୨ରେ ସରକାରଙ୍କ ୨ ବର୍ଷ ପୂର୍ତ୍ତି ହେବ। ଏହା ପୂର୍ବରୁ ବାକି ସମସ୍ତ ନିଯୁକ୍ତି ଶେଷ ହେବ। ନିଗମ ଓ ବୋର୍ଡରେ ନିଯୁକ୍ତି ହେବ। ରାଜ୍ୟର ୨୯ ଜିଲ୍ଲାରେ
Read More...

ବଦଳିବ ପାଗ, ତାତିରୁ ଆଶ୍ୱସ୍ତି ଦେବ ବର୍ଷା

ନୂଆଦିଲ୍ଲୀ : ବଦଳିବ ପାଗ। ତାତିରୁ ଆଶ୍ୱସ୍ତି ଦେବ ବର୍ଷା। ଆଜି ସାରା ଦେଶରେ ପାଗ ପରିବର୍ତ୍ତନ ହେବାର ସମ୍ଭାବନା ଅଛି। ଆଜିଠାରୁ ପ୍ରବଳ ବେଗରେ ପବନ ବହିବା ଏବଂ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସତର୍କ ସୂଚନା ଜାରି କରିଛି। ଉତ୍ତର ଏବଂ ମଧ୍ୟ ଭାରତର ସମତଳ
Read More...

ବିଜେପି ସାଂସଦ ମାନ୍ୟତା ପାଇଲେ ଚଢାଙ୍କ ସମେତ ସମସ୍ତ ବିଦ୍ରୋହୀ ଏଏପି ସାଂସଦ

ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟିକୁ ଏକ ବଡ଼ ଝଟକା ଲାଗିଛି। ରାଜ୍ୟସଭା ରାଘବ ଚଢାଙ୍କ ସମେତ ସମସ୍ତ ବିଦ୍ରୋହୀ ଏଏପି ସାଂସଦଙ୍କୁ ଭାରତୀୟ ଜନତା ପାର୍ଟିର ସଦସ୍ୟ ଭାବରେ ମାନ୍ୟତା ଦେଇଛି। ରାଜ୍ୟସଭା ସଚିବାଳୟ ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛି। ରାଜ୍ୟସଭା
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ୫ ଜୀବନ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ନର୍ମଦାପୁରମରେ ଭୟଙ୍କର ସଡକ ଦୁର୍ଘଟଣା। ଗତକାଲି ବିଳମ୍ବିତ ରାତିରେ ମହେନ୍ଦ୍ରୱାଡି ଏବଂ ମାଖନନଗରର ବାସିନ୍ଦାମାନେ ଏକ ବିବାହ ଉତ୍ସବରେ ଯୋଗ ଦେଇ ବୁଧନିରୁ ଏକ କାରରେ ଫେରୁଥିଲେ। ଏତିକିବେଳେ ସେମାନଙ୍କ ଗାଡ଼ି ଏକ ଶସ୍ୟ ବୋଝେଇ ଟ୍ରାକ୍ଟର ଏବଂ ଟ୍ରଲି ସହିତ ଧକ୍କା
Read More...