ଓଏଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର, ୦୫/୦୫ : ରାଜ୍ୟ ସରକାର ଓଏଏସ୍ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି । କଟକ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ତଥା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଶାନ୍ତ କୁମାର ନାୟକଙ୍କୁ ମତ୍ସ ଓ ପଶୁ ସମ୍ପଦ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଛି । ଝାରସୁଗୁଡ଼ାର ଉପ-ଜିଲ୍ଲାପାଳ
Read More...

୯ରେ ଶପଥ ଗ୍ରହଣ କରିବେ ବିଜେପିର ବେଙ୍ଗଲ ନୂଆ ମୁଖ୍ୟମନ୍ତ୍ରୀ

କୋଲକାତା: ପଶ୍ଚିମବଙ୍ଗରେ ବିଜେପିର ସୁନାମି । ୨୦୦ରୁ ଅଧିକ ସିଟ୍ ହାତେଇଛି ଦଳ । ଏହାରି ଭିତରେ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଆରମ୍ଭ ହୋଇଗଲାଣି କସରତ । ଏସବୁ ଭିତରେ ଆସନ୍ତା ମେ ୯ ତାରିଖରେ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ । ଏନେଇ ଦଳର ରାଜ୍ୟ ସଭାପତି ସୂଚନା ଦେଇଛନ୍ତି
Read More...

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନବୀକୃତ ସମ୍ମିଳନୀ କକ୍ଷର ଶୁଭାରମ୍ଭ କଲେ ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ବର : ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଲୋକସେବା ଭବନଠାରେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ଦ୍ଵାରା ନବୀକୃତ ସମ୍ମିଳନୀ କକ୍ଷର ନୂତନ ଭାବେ ଶୁଭାରମ୍ଭ ହୋଇଯାଇଛି l ଏହି ଅବସରରେ ସକାଳୁ ଶୁଭ ବେଳାରେ ପାରମ୍ପରିକ
Read More...

ଦୁଇ ବର୍ଷ ପୂର୍ବେ ଗଠିତ ଟିଭିକେ, ୭୭ ବର୍ଷ ପୁରୁଣା ଡିଏମକେ ଗଡ଼କୁ ଭାଙ୍ଗି ଦେଲା ? ଆସନ୍ତୁ ଜାଣିବା ତାମିଲ ରାଜନୀତିର…

ନୂଆଦିଲ୍ଲୀ। ବିଜୟ ଥଲାପଥୀ ତାମିଲ ସିନେମାର ଏକ ଜଣାଶୁଣା ନାମ। ମାତ୍ର ୬୯ଟି ଚଳଚ୍ଚିତ୍ରର ଫିଲ୍ମୋଗ୍ରାଫି ସହିତ, ସେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପର ସୁପରଷ୍ଟାରମାନଙ୍କ ମଧ୍ୟରେ ନିଜକୁ ପ୍ରତିଷ୍ଠିତ କରିସାରିଛନ୍ତି। ଅଭିନୟ ବ୍ୟତୀତ, ତାଙ୍କର ଗୀତ ଗାଇବା ପ୍ରତି ମଧ୍ୟ ଆଗ୍ରହ
Read More...

ରାଜ୍ୟରେ ୩ଦିନ ଯାଏ ପ୍ରବଳ ବର୍ଷା ଓ ପବନ ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ କାଳବୈଶାଖୀ ପ୍ରଭାବ ଜାରି ରହିଛି । କିଛିଦିନ ହେବ ବର୍ଷା ହେଉଥିବାବେଳେ ରବିବାର ମେଘୁଆ ପାଗ ଯୋଗୁ ତାତିରୁ ଆଶ୍ୱସ୍ତି ମିଳିଛି। ତେବେ ଆଗାମୀ ୩ଦିନ ଯାଏ ପ୍ରବଳ ବର୍ଷା ଓ ପବନର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ସତର୍କ କରିଛି। ସୋମବାର ରାଜ୍ୟର ପ୍ରାୟ ସବୁ ଜିଲାରେ
Read More...

ଆସାମରେ ପୁଣି ବିପୁଳ ବିଜୟ ପଥରେ ବିଜେପି

ଗୌହାଟୀ : ଆସାମରେ ପୁଣି ବିପୁଳ ବିଜୟ ପଥରେ ବିଜେପି। ୯୦ରୁ ଅଧିକ ଆସନରେ ଅଗ୍ରଣୀ ସହ ସରକାର କରିବା ନିଶ୍ଚିତ। ବହୁ ପଛରେ ରହିଛି ପ୍ରତିଦ୍ୱନ୍ଦୀ କଂଗ୍ରେସ। ଆସାମରେ ୧୨୬ ଆସନରୁ ୧୨୬ ମଧ୍ୟରେ ବିଜେପି ୯୮ ଆସନ ହାତେଇଥିବା ବେଳେ କଂଗ୍ରେସ ୨୬ ଅନ୍ୟାନ୍ୟ ୦୨ ହାତେଇଛନ୍ତି।ଆସାମ ବିଧାନସଭା
Read More...

ଚାଲିଛି ଭୋଟ ଗଣତି, ଚକିତ କରୁଛି ପ୍ରାରମ୍ଭିକ ଫଳାଫଳ

ନୂଆଦିଲ୍ଲୀ: ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଂଚଳର ବିଧାନସଭା ନିର୍ବାଚନ ଫଳାଫଳ ଆଜି ଆସୁଛି । ଚାଲିଛି ଭୋଟ ଗଣନା । ସବୁଠୁ ଚର୍ଚ୍ଚିତ ରହିଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ଏହି ନିର୍ବାଚନ ଉପରେ ସାରା ଦେଶର ନଜର ରହିଥିବା ବେଳେ ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ବିଜେପି
Read More...

ମାଟ୍ରିକ୍ ଫଳ ପ୍ରକାଶ;୯୫.୫୮% ଉତ୍ତୀର୍ଣ୍ଣ, ଜିଲ୍ଲାରେ ଖୁସିର ମାହୋଲ

ବୌଦ୍ଧ,୨/୫ : ଆଜି ମାଟ୍ରିକ୍ (ଦଶମ ଶ୍ରେଣୀ) ପରୀକ୍ଷାର ଫଳାଫଳ ପ୍ରକାଶ ପାଇଥିବାରୁ ଶିକ୍ଷା ମଣ୍ଡଳୀ ମଧ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳିଛି। ଚଳିତବର୍ଷ ବୌଦ୍ଧ ଜିଲ୍ଲାର ୭୯ଟି ବିଦ୍ୟାଳୟରୁ ମୋଟ ୬୬୨୭ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ୬୬ ଜଣ
Read More...

ଜିତୁ ମୁଣ୍ଡା ଘଟଣାରେ କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ଵର : ଜିତୁ ମୁଣ୍ଡା ଘଟଣାରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ। ଗତ ଏପ୍ରିଲ ୨୭ ତାରିଖ ଦିନ କେନ୍ଦୁଝର ଜିଲ୍ଲାର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ମଲ୍ଲିପଶି ଶାଖାରେ ଘଟିଥିବା ଅମାନବୀୟ ଘଟଣାରେ ଆଲୋକପାତ କରିବା ପାଇଁ ବିରୋଧୀ ଦଳ ନେତା
Read More...

ଧୋନିଙ୍କ ଏହି ରେକର୍ଡ ଉପରେ କେଏଲ ରାହୁଲଙ୍କ ନଜର

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସ ଓପନର୍ କେଏଲ ରାହୁଲ ସ୍ପଷ୍ଟ କରିଛନ୍ତି ଯେ ଟାଇଟଲ୍ ବିନା ବ୍ୟକ୍ତିଗତ ସଫଳତା ଅର୍ଥହୀନ । ସେ କହିଛନ୍ତି ଯେ ତାଙ୍କର ହୃଦୟର ଇଚ୍ଛା ମହେନ୍ଦ୍ର ସିଂହ ଧୋନିଙ୍କ ପାଞ୍ଚଟି ଆଇପିଏଲ ଟାଇଟଲ୍ ରେକର୍ଡର ସମକକ୍ଷ ହେବା।ଆଇପିଏଲରେ ସର୍ବାଧିକ ରନ ସ୍କୋରରଙ୍କ
Read More...