ଗ୍ରାହକଙ୍କ ପାଇଁ ଖୁସି ଖବର, ଶସ୍ତା ହେଲା ସୁନା
ଭୁବନେଶ୍ୱର : ଗ୍ରାହକଙ୍କ ପାଇଁ ଖୁସି ଖବର। ଶସ୍ତା ହେଲା ସୁନା। ଗୁରୁବାର ଅର୍ଥାତ୍ ଏପ୍ରିଲ ୨୩ରେ ସୁନା ଦର ହ୍ରାସ ପାଇଛି।୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୧,୫୩,୫୫୦ ଟଙ୍କା ରହିଛି। ଗତକାଲି ଏହା ୧,୫୪, ୭୫୦ ଟଙ୍କା ଥିଲା। ଏଥିରେ ୧,୨୦୦ ଟଙ୍କା ହ୍ରାସ ହୋଇଛି।୨୨ କ୍ୟାରେଟ୍ ୧୦!-->…
Read More...
Read More...