ସିଫାରେର୍ସ ଆସୋସିଏସନ୍ ଅଫ୍ ଓଡ଼ିଶା ତରଫରୁ ଜାତୀୟ ସାମୁଦ୍ରିକ ଦିବସ ପାଳନ
ଭୁବନେଶ୍ୱର: ଗତ ୫ ତାରିଖରେ ଜାତୀୟ ସାମୁଦ୍ରିକ ଦିବସ ଅବସରରେ ସିଫାରେର୍ସ ଆସୋସିଏସନ୍ ଅଫ୍ ଓଡ଼ିଶା ତରଫରୁ ଜାତୀୟ ସାମୁଦ୍ରିକ ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ୩୫୦୦ରୁ ଉର୍ଦ୍ଧ୍ୱ ନାବିକଙ୍କୁ ନେଇ ଗଠିତ ଏହି ଆସୋସିଏସନର ସଦସ୍ୟମାନେ ନିୟମିତ ବୈଠକ ଏବଂ କାର୍ଯ୍ୟକ୍ରମ ପରିଚାଳନା ପାଇଁ!-->…
Read More...
Read More...