ବିଧାନସଭାଠାରେ ବିପ୍ଳବୀ ଧରଣୀଧରଙ୍କ ଜୟନ୍ତୀ ପାଳିତ
ଭୁବନେଶ୍ୱର: ବଣ ପାହାଡ଼ ଘେରା କେନ୍ଦୁଝର ଜିଲ୍ଲାରେ ମୂଳ ବାସିନ୍ଦା ଭାବେ କେଉଁ ପୁରାତନ କାଳରୁ ଭୂୟାଁ ସମ୍ପ୍ରଦାୟର ଜନଜାତିମାନେ ବାସ କରି ଆସୁଛନ୍ତି । ଭୂୟାଁ ଶବ୍ଦଟିର ମୂଳ ଅକ୍ଷର ଭୂ ଅର୍ଥାତ୍ ଭୂମି । ତେଣୁ ସେମାନେ ନିଜକୁ ଭୂମିପୁତ୍ର ଭାବେ ଦାବି କରିଥାଆନ୍ତି । ଭୂୟାଁ ସମ୍ପ୍ରଦାୟର!-->…
Read More...
Read More...