ଇସ୍କନର ଅଦିନିଆ ରଥଯାତ୍ରା ଓ ଜଗନ୍ନାଥ ସଂସ୍କୃତି ବିରୋଧୀ କାର୍ଯ୍ୟକଳାପ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ

ପୁରୀ : ଶ୍ରୀମନ୍ଦିର ସମ୍ମୁଖରେ ଶ୍ରୀକ୍ଷେତ୍ର ସଂସ୍କୃତି ଯୁବ ମଞ୍ଚ, ପୁରୀ ତରଫରୁ ଶତାଧିକ ସଦସ୍ୟ ଓ ବହୁ ସଂଖ୍ୟକ ଜଗନ୍ନାଥ ପ୍ରେମୀ ଏକତ୍ରିତ ହୋଇ ଇସ୍କନର ଅଦିନିଆ ରଥଯାତ୍ରା ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଇସ୍କନ ସଂସ୍ଥା ଜଗନ୍ନାଥ ସଂସ୍କୃତି ବିରୋଧୀ କାର୍ଯ୍ୟକଳାପ କରିବାରେ
Read More...

ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଲେ ମା କାଳୀ

ପୁରୀ : କାଳୀ ପୂଜା ପାଇଁ ଚଳ ଚଂଚଳ ମା ଦକ୍ଷିଣ କାଳୀ ପୀଠ ।ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଲେ ମା । ମାଙ୍କର ଦର୍ଶନ କରି କରୁଣା ଲାଭ କରିବା ଲାଗି ହଜାର ହଜାର ଭକ୍ତଙ୍କର ଭିଡ ଜମିଛି ବୀରଗୋବିନ୍ଦପୁର ଗ୍ରାମରେ । ରୀତିନୀତି ଅନୁସାରେ ମାଙ୍କ ଠାରେ ଦୁଇ ଗୋଟି ଛାଗ ବଳି ପଡିଥିବା ବେଳେ
Read More...

ଜିଲ୍ଲାପାଳ ସୁବ୍ରତ ପଣ୍ଡାଙ୍କ ବୌଦ୍ଧ ଜିଲ୍ଲାର ବିଭିନ୍ନ କ୍ଷେତ୍ର ପରିଦର୍ଶନ

ବୌଦ୍ଧ : ବୌଦ୍ଧ ଜିଲାପାଳ ସୁବ୍ରତ ପଣ୍ଡା ବୌଦ୍ଧ ବ୍ଲକ ଉପାନ୍ତ ଅଞ୍ଚଳର ବିଭିନ୍ନ ସ୍ଥାନକୁ ପରିଦର୍ଶନ କରି ସିଧାସଳଖ ଲୋକଙ୍କ ସହ ବାର୍ତ୍ତାଳାପ କରି ବିଭିନ୍ନ ସମସ୍ୟା ଉପରେ ପଚାରି ବୁଝିଥିଲେ । ପ୍ରଥମେ ବହୁ ପ୍ରସ୍ତାବିତ ଗୁରୁଜୀମୁଣ୍ଡା ପ୍ରକଳ୍ପ ଠାରେ ପହଂଚି ତାର ସ୍ଥିତି ପରଖିବା ସହ ଚାଷୀ
Read More...

ବାତ୍ୟା‘ଦାନା’ ପ୍ରଭାବରେ ୧୦୮ ବ୍ଲକ ପ୍ରଭାବିତ: ରାଜସ୍ବ ମନ୍ତ୍ରୀ

ଭୁବେନେଶ୍ଵର : ବାତ୍ୟା ‘ଦାନା’ର ପରବର୍ତୀ ସମୟରେ ବର୍ଷାର ପରିମାଣ କମିଥିବା ବେଳେ ଏବେ ପାଗ ବଦଳିଛି । ବାତ୍ୟା ପ୍ରଭାବିତ ଜିଲ୍ଲା ଗୁଡିକରେ ଜୀବନ ଯାତ୍ରା ସ୍ଵ।ଭାବିକ ହେଲାଣି। ରାସ୍ତା ସଫା ହେଇ ଗମନ। ଗମନ ବ୍ୟବସ୍ତା ସୁଧାର ଆସିବା ସହ ବିଦ୍ୟୁତ ସରବରାହ ଓ ପୁନଃ ସଂଯୋଗ କାର୍ଯ୍ୟ ପ୍ରାୟତଃ
Read More...

ସି.ପି.ଆଇ.(ଏମ)ର ସାଂଗଠନିକ ସମ୍ମିଳନୀ

ଦଶପଲ୍ଲା : - ଆଜି ଭାରତର କମ୍ୟୁନିଷ୍ଟ ପାର୍ଟି(ମର୍କ୍ସବାଦୀ) ର ଦଶପଲ୍ଲା ଆଞ୍ଚଳିକ ସମ୍ମିଲନୀ ମଧ୍ୟଖଣ୍ଡ ପଞ୍ଚାୟତର ମହାନ୍ତିପଲିଠାରେ ଅନୁଷ୍ଠିତ ହୋଯାଇଅଛି । ସମ୍ମିଳନୀ ଅନୁଷ୍ଠିତ ହେବା ପୂର୍ବରୁ ପ୍ରଥମେ ପାର୍ଟିର ଲାଲ ପତାକାକୁ ପାର୍ଟିର ଜିଲ୍ଲା ସମ୍ପାଦକ ଶରତ ବେହେରା କର୍ମୀ ମାନଙ୍କ
Read More...

ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ବାତ୍ୟାଞ୍ଚଳ ପରିଦର୍ଶନ,ତୁରନ୍ତ କ୍ଷୟକ୍ଷତି ଆକଳନ ପାଇଁ ସବୁ ସମ୍ପୃକ୍ତ ବିଭାଗକୁ…

ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍ଣରେ ହେଲିକପ୍ଟର ଯୋଗେ ବାତ୍ୟା ପ୍ରଭାବିତ ଅଞ୍ଚଳଗୁଡିକ ପରିଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ପାରାଦୀପ, ମହାକାଳପଡା, ରାଜନଗର, ରାଜକନିକା ଓ ଚାନ୍ଦବାଲିର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ଅନୁଧ୍ୟାନ କରିଥିଲେ।ଆକାଶ
Read More...

ମହାପ୍ରଭୁଙ୍କ ଦିବା ପହୁଡ଼ ନୀତି ସଂପନ୍ନ

ପୁରୀ : ମହାପ୍ରଭୁଙ୍କ ଦିବା ପହୁଡ଼ ନୀତି ଆଜି ସମ୍ପାଦିତ ହୋଇଛି । କାର୍ତ୍ତିକ ମାସରେ ନୀତି ନିର୍ଘଣ୍ଟରେ ଦିବା ପହୁଡ଼ ନୀତି ସକାଶେ ବ୍ୟବସ୍ଥାକୁ ଅନୁମୋଦନ ମିଳିଥିଲେ ମଧ୍ୟ ନୀତି ବହୁଳତା ମଧ୍ୟରେ ଭକ୍ତଙ୍କ ଭିଡ ତଥା ଦର୍ଶନ ସମୟକୁ ଦୃଷ୍ଟିରେ ରଖି ଏହି ନୀତି ସମ୍ପାଦନ କରାଯାଇପାରୁ ନଥିଲା ।
Read More...

୨୫ କେଜି ଗଞ୍ଜେଇ ସହ କାର ଜବତ: ୨ ଗିରଫ

ସୁବର୍ଣ୍ଣପୁର : ସହରର ନଳୀନି ଛକ ପାଖରୁ ଜିଲ୍ଲା ଅବକାରୀ ବିଭାଗ ଦୁଇ ଜଣ ଅନ୍ତଃ ରାଜ୍ୟ ଚୋରା ଚାଲାଣ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଅବକାରୀ ବିଭାଗ କୌଣସି ସୁତ୍ରରୁ ଖବର ପାଇ ସୋନପୁର-ବୌଦ୍ଧ ରାସ୍ତାରେ ଯାଞ୍ଚ କରୁଥିବା ବେଳେ ବୌଦ୍ଧ ପଟରୁ ଆସୁଥିବା ଏକ ଫୋର୍ଡ୍ ଇକୋ
Read More...

ବଢିଲା ସ୍କୁଲ, କଲେଜ ଛୁଟି

ଭୁବନେଶ୍ୱର,୨୫।୧୦: ମୋହନ ସରକାରଙ୍କ ବଡ଼ ଘୋଷଣା। ପ୍ରବଳ ବର୍ଷା ହେବାକୁ ଥିବାର ଏହି ୨ଟି ଜିଲାରେ ସ୍କୁଲ-କଲେଜ ଛୁଟି ଘୋଷଣା କରିଛନ୍ତି ସରକାର। ବାତ୍ୟା ଦାନା ଶୁକ୍ରବାର ରାତି ୧୨ଟା ପରେ ସ୍ଥଳଭାଗ ଅତିକ୍ରମ କରିଛି। ଏବେ ତାହା କ୍ରମଶଃ ଦୂର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଛି। ତେବେ
Read More...

ଆଶା ଦିଦି ଶିବାନୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ, ଭଲ କାମ କରିଥିବାରୁ ଉଚ୍ଚ ପ୍ରଶଂସା କଲେ

ଭୁବନେଶ୍ଵର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଆଶା ଦିଦି ଶିବାନୀ ମଣ୍ଡଳଙ୍କ ସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍ନରେ ଟେଲିଫୋନ୍ ଯୋଗେ କଥାହୋଇ ବାତ୍ୟା ସମୟରେ ମାନବିକତାର ପ୍ରକୃତ ନିଦର୍ଶନ ଦେଖାଇଥିବାରୁ ତାଙ୍କୁ ଧନ୍ୟବାଦ ଦେଇଥିଲେ।
Read More...