ରାୟଗଡ ଜିଲ୍ଳା ଚନ୍ଦ୍ରପୁର ଥାନା ପୋଲିସକୁ ସଫଳତା, ୧କୋଟି ଟଙ୍କାର ଗଂଜେଇ ଜବତ୍ ସହ ୩ ଗିରଫ
ରାୟଗଡ/୧୦/୭/୨୧; ରାୟଗଡ ଜିଲ୍ଳା ଚନ୍ଦ୍ରପୁର ଥାନା ପୋଲିସକୁ ମିଳିଛି ଏକ ବଡ ସଫଳତା । ପାଖାପାଖି ୧କୋଟି ଟଙ୍କାର ଗଂଜେଇ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଏ ନେଇ ଜିଲ୍ଳା ପୋଲିସ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ପ୍ରେସ୍ ନୋଟରେ ଗତକାଲି ଜୁଲାଇ ୯ତାରିଖରେ ଏକ!-->…
Read More...
Read More...