ରାୟଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତୃତୀୟ ମହଲାରୁ ଡେଇଁ ମହିଳା ରୋଗୀର ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
ରାୟଗଡ/୧୦/୭: ଚିକିତ୍ସାଧୀନ ଅବସ୍ଥାରେ ମେଡିକାଲର ତୃତୀୟ ମହଲାରୁ ଡେଇଁ ଜଣେ ମହିଳା ରୋଗୀ ଆତ୍ମହତ୍ୟା କରିଥିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ପରିସରରେ । ମୃତ ରୋଗୀଙ୍କ ନାମ ରଜନୀ ମେଲେକା (୨୮)ବୋଲି ଓ ତାଙ୍କ ଘର ରାୟଗଡ ସହର ସ୍ଥିତ!-->…
Read More...
Read More...