ବାଧୁଛି ତେଲ ଦର : କଂଗ୍ରେସ ପକ୍ଷରୁ ପୁଇଁତଲା ବ୍ଳକ ଘେରାଉ
ବଲାଙ୍ଗିର : ଅଲ୍ ଇଣ୍ଡିଆ କଂଗ୍ରେସ କମିଟି ଡାକରାରେ ଦେଶରେ ତେଲ ଦର ବୃଦ୍ଧି ପ୍ରତିବାଦରେ ପୁଇଁତଲା ବ୍ଳକ କଂଗ୍ରେସ କମିଟି ତରଫରୁ ବ୍ଳକ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ବ୍ଳକ କଂଗ୍ରେସ ସଭାପତି ଉମାକାନ୍ତ ସାହୁଙ୍କ ନେତୃତ୍ୱରେ ବହୁ କର୍ମକର୍ତ୍ତା ଯୋଗଦାନ କରି ନାରାବାଜି କରିବା ସହ ଉଭୟ!-->…
Read More...
Read More...