ମହାନଦୀରେ ଡଙ୍ଗା ବୁଡି,ଅଳ୍ପକେ ବର୍ତ୍ତିଲେ ୧୨ ଯାତ୍ରୀ
ହରଭଙ୍ଗା,୬/୭ - ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ଧଳପୁର ମହାନଦୀ ବ୍ରିଜ୍ ଘାଟରେ ଏକ ଡଙ୍ଗା ବୁଡି ଯାଇଥିବାବେଳେ ଅଳ୍ପକେ ୧୨ ଯାତ୍ରୀ ଦୁର୍ଘଟଣାରୁ ବର୍ତ୍ତିର୍ିଯାଇଥିବା ଜଣାପଡିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ ଡଙ୍ଗାରେ ୧୨ ଜଣ ଯାତ୍ରୀ ଆଠମଲ୍ଲିକ ପଟରୁ ଧଳପୁର ବ୍ରିଜ୍ ଘାଟକୁ!-->…
Read More...
Read More...