ବାହାରିଲା ଆଡ଼ପ ଅଭଡ଼ା

ପୁରୀ : ମହାପ୍ରଭୁଙ୍କ ର ପ୍ରଥମ ଦିନର ଆଡପ ଅବଢ଼ା ବାହାରିଛି । କିଭଳି ଭକ୍ତ ମାନେ ଆନନ୍ଦ ଓ ସୁରୁଖୁରୁରେ ଆଡପ ଅବଢ଼ା ପାଇବେ ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଗୁଣ୍ଡିଚା ମନ୍ଦିର ର ଉତ୍ତର ଦ୍ୱାର ଓ ପୁରୀ ବସ ଷ୍ଟାଣ୍ଡ ରେ ଦୁଇଟି…
Read More...

ବୌଦ୍ଧବ୍ଲକ ଶିକ୍ଷା ସମୀକ୍ଷା ବୈଠକ

ବୌଦ୍ଧ ,୧୪/୭:-ବୌଦ୍ଧ ବ୍ଲକ ଜୁଲାଇ ମାସର ପ୍ରଥମ ଶିକ୍ଷା ସମୀକ୍ଷା ବୈଠକ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବୌଦ୍ଧ ଠାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ଘିବେଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଶିକ୍ଷକ ପ୍ରଶିକ୍ଷକ ବାବୁରାମ ପାଣି ଓ ଶିକ୍ଷକ ପ୍ରଶିକ୍ଷିକା ନିହାରିକା…
Read More...

କେନ୍ଦ୍ର କର୍ମଚାରୀଙ୍କ ଡିଏ ବଢିଲା

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ଓ ଦରବୃଦ୍ଧି ମଧ୍ୟରେ କେନ୍ଦ୍ର ସରକାର ନିଜ କର୍ମଚାରୀଙ୍କୁ ବଡ଼ ଉପହାର ଦେଇଛନ୍ତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ୧୭ରୁ ସିଧା ୨୮%କୁ ବୃଦ୍ଧି କରିଛନ୍ତି।…
Read More...

ବୋଲେରୋ ଧକ୍କାରେ ପୁତୁରା ମୃତ, କକା ଗୁରୁତର

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଯୋଡ଼ା ମହିଳା ମହାବିଦ୍ୟାଳୟ ନିକଟରେ ଅଜଣା ବୋଲେରୋ ଧକ୍କାରେ ଜଣେ ମୃତ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି । ଉଭୟଙ୍କ ସଂପର୍କ କକା ପୁତୁରା ବୋଲି ଜଣାପଡିଛି । ମୃତ ପୁତୁରା ଯୋଡ଼ା, ବନେଇକଳା ଅଂଚଳର ୧୩ ବର୍ଷୀୟ କରନ ଦାସ ବୋଲି ଜଣାପଡିଛି । ଆଜି…
Read More...

କଂକ୍ରିଟ ରାସ୍ତା କାମ ନିମ୍ନମାନର ଅଭିଯୋଗ

ବୌଦ୍ଧ,୧୪/୭ : ବୌଦ୍ଧସହରର ବ୍ରିଜଛକ ଠାରେ ଥିବା ୱେରହାଉସ ଚାଉଳ ଗୋଦାମକୁ ଯାଇଥିବା କଂକ୍ରିଟ ରାସ୍ତା ନିର୍ମାଣ ନିମ୍ନମାନର ହୋଇଥିବା ଅଭିଯୋଗ ହେଉଛି । ସୂଚନାଯୋଗ୍ୟ ଯେ ଏହି ଚାଉଳ ଗୋଦାମକୁ ଯାଉଥିବା ରାସ୍ତାର ୫୫ ମିଟର ପାଇଁ ପ୍ରାୟ ୫ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା । କିନ୍ତୁ…
Read More...

ମୌସୁମୀ ଅଧିବେଶନ : ୧୮ରେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ : ଆସନ୍ତା ୧୯ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଉଥିବାବେଳେ ତାହାର ଦିନକ ପୂର୍ବରୁ ଅର୍ଥାତ ୧୮ ତାରିଖ ରବିବାର ଦିନ ସରକାର ଏକ ସର୍ବ ଦଳୀୟ ବୈଠକ ଡାକିଛନ୍ତି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ରହିବେ । କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ…
Read More...

କନ୍ଧମାଳ ଜିଲ୍ଲାକୁ ରେଳ ସଂଯୋଗ କେବେ ? ଓଡିଶାରୁ ରାଜ୍ୟସଭା ସାଂସଦ ରେଳମନ୍ତ୍ରୀ ହେବାପରେ ଆଶା ଉଜ୍ଜଳ….

କନ୍ଧମାଳ,୧୪/୭- ଆଜିବି କନ୍ଧମାଳ ଜିଲ୍ଲା ଏକ ରେଳବିହୀନ ଓ ଶିଳ୍ପବିହୀନ ଜିଲ୍ଲା ହୋଇ ରହିଛି । ବ୍ରହ୍ମପୁର-ସମ୍ବଲପୁର ଭାୟା ଫୁଲବାଣୀ ଓ ତାଳଚେର-ଲାଞ୍ଜିଗଡ ଭାୟା ଫୁଲବାଣୀ, ବାଲିଗୁଡ଼ା ଦେଇ ଦୁଇଟି ରେଳ ପ୍ରକଳ୍ପର ସର୍ଭେ କେନ୍ଦ୍ର ସରକାର ସାରିଥିଲେ । କିନ୍ତୁ ଆଜିପର୍ଯ୍ୟନ୍ତ ଏହି ପ୍ରକଳ୍ପ…
Read More...

ମହିଳାଙ୍କ ବେକରୁ ସୁନାଚେନ ଛିଣ୍ଡାଇ ନେଲେ ଲୁଟେରା

ସମ୍ବଲପୁର,୧୪/୭- ସ୍ଥାନୀୟ କଚେରୀଛକ ସଂଲଗ୍ନ ଏକ ବ୍ୟସ୍ତବହୁଳ ରାଜରାସ୍ତାରୁ ଦିନ ଦ୍ୱିପହରରେ ୨ ଜଣ ଲୁଟେରା ଜଣେ ମହିଳାଙ୍କ ବେକରୁ ସୁନା ଚେନ ଛିଣ୍ଡାଇନେଇ ଫେରାର ହେବାରେ ସଫଳ ହୋଇଛନ୍ତି । ସେଠାରୁ ଅନତି ଦୂରରେ ଗୋଟିଏପଟେ ଜିଲ୍ଲା ପୁଲିସ ଏସପିଙ୍କ କାର୍ଯ୍ୟାଳୟ ଓ ଅନ୍ୟପଟେ ଭାରତୀୟ ଷ୍ଟେଟ…
Read More...

୫୫୦ ଗ୍ରାମ ବ୍ରାଉନସୁଗର ସହ ନଗଦ ୩୪ଲକ୍ଷ ଟଙ୍କା ଜବତ, ୨ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରରେ ଏକ ବଡ଼ଧରଣର ବ୍ରାଉନସୁଗର ଡିଲର ପର୍ଦ୍ଦାଫାସ ହୋଇଛି ।  ଏକ ଘର ଭିତରୁ ୫୫ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ କରାଯାଇଛି । ଜବତ ବ୍ରାଉନସୁଗରର ଓଜନ ୫୫୦ ଗ୍ରାମ ଜବତ କରାଯାଇଛି ।  ବ୍ରାଉନସୁଗର ସହ ନଗଦ ୩୪ ଲକ୍ଷ ୮୦ ହଜାର ଟଙ୍କା ଜବତ କରାଯାଇଛି ।  ସହିଦନଗର ଥାନା…
Read More...

ଟିମ୍‌ ହ୍ୟୁମାନିଟିର ପ୍ରଚେଷ୍ଟାରେ ପୂର୍ବପରି ଚାଲିବାକୁ ସକ୍ଷମ ହୋଇଛନ୍ତି ସୋନାଲୀ

ଫୁଲବାଣୀ,୧୪/୭- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍‌ ନୂଆପଦର ପଞ୍ଚାୟତ ଅନ୍ତର୍ଗତ ବରପଡା ଗ୍ରାମର ସୋନାଲି ସାହାଣୀ । କୈାଣସି କାରଣ ବଶତଃ ଦେହର ଜଙ୍ଘ ଅଂଶ ଗଭୀର ଭାବରେ ପୋଡ଼ି ଯାଇଥିଲା । ଚିକିତ୍ସା ପାଇଁ ପରିବାର ଲୋକେ ପ୍ରଥମେ ଫୁଲବାଣୀ ଏବଂ ପରେ ବ୍ରହ୍ମପୁର ଯାଇ ଚିକିତ୍ସା କରାଇଥିଲେ ।…
Read More...