ଆଉ ଏକ ମାମଲାରେ ଆକାଶ ପାଠକଙ୍କୁ ମିଳିଲା ଜାମିନ, କିନ୍ତୁ…
କଟକ : ଟାଟା କମ୍ପାନୀରେ ଚାକିରି କରାଇଦେବା ନାଁରେ ଠକେଇ ମାମଲାରେ ଗିରଫ ହୋଇଥିବା ଆକାଶ ପାଠକଙ୍କୁ ଆଜି ଜାମିନ୍ ମିଳିଛି । ଆଇଏଫଏସ ଅଭୟ ପାଠକ ପରେ ପୁଅ ଆକାଶଙ୍କୁ ଜାମିନ ଦେଇଛନ୍ତି ହାଇକୋର୍ଟ । ବୈଦ୍ୟନାଥପୁର ଥାନାରେ ହୋଇଥିବା ମାମଲାରେ ଆକାଶଙ୍କୁ ଜାମିନ ମିଳିଥିବା ଜଣାପଡିଛି ।!-->…
Read More...
Read More...