ଗଜପତିରେ ପୁଣି ୬୮ଜଣ କରୋନା ପଜିଟିଭ ଚିହ୍ନଟ

ଗଜପତି,୪/୬- ଜିଲ୍ଲାରୁ ଆଜି ପୁଣି ୬୮ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରରୁ ୧୨ ଜଣ, ଗୋଶାଣି ବ୍ଳକରୁ ୧୭ ଜଣ, ଗୁମ୍ମା ବ୍ଳକରୁ ୨ ଜଣ, କାଶୀନଗର ବ୍ଳକରୁ ୧୬ ଜଣ, ମୋହନା ବ୍ଳକରୁ ୧୮ ଜଣ, ଆରଉଦୟଗିରି
Read More...

ଗଜପତିଜିଲ୍ଲା କଂଗ୍ରେସ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ

ଗଜପତି,୪/୬- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା କଂଗ୍ରେସ କମିଟି ସଭାପତି ତଥା ମୋହନା ବିଧାୟକ ଦାଶରଥି ଗୋମଙ୍ଗଙ୍କ ନେତୃତ୍ୱରେ ମାନ୍ୟବର ଭାରତର ରାଷ୍ଟ୍ରପତିଙ୍କୁ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି । କୋଭିଡ ଟୀକା
Read More...

ଛେଳିକୁ ବଞ୍ଚାଇବାକୁ ଯାଇ ଡ୍ରାଇଭର ଆହତ

ଫୁଲବାଣୀ,୪/୬- ବ୍ରହ୍ମପୁରରୁ ଫୁଲବାଣୀ ଆସୁଥିବା ଫ୍ରିଡ଼ମ ତେଲ ଗାଡି ଭାରସାମ୍ୟ ହରାଇ ଓଲଟିଯାଇଛି । ସୂଚନାଯୋଗ୍ୟ ଯେ କନ୍ଧମାଳ ଜିଲ୍ଲାର ଶଙ୍କରାଖୋଲ ପଞ୍ଚାୟତ ଅନ୍ତର୍ଗତ ଅଡ଼ାବାଡ଼ି ଗ୍ରାମର ମୁଖ୍ୟରାସ୍ତାରେ ବ୍ରହ୍ମପୁରରୁ ଫୁଲବାଣୀ ଆସୁଥିବା ସମୟରେ ଫ୍ରିଡ଼ମ ତେଲ ଗାଡି ଆଗକୁ ହଠାତ ଏକ
Read More...

ମେଡ଼ିକାଲ ଗାଡି ଦୁର୍ଘଟଣାଗ୍ରସ୍ତ, ଡ୍ରାଇଭର ଗୁରୁତର

ଫୁଲବାଣୀ,୪/୬- ଆଜି ଫୁଲବାଣୀ ମୁଖ୍ୟ ଡାକ୍ତରଖାନାର ଆର ଟି ପି ସି ଆର ଗାଡି ଭାରସାମ୍ୟ ହରାଇ ଓଲଟି ଯିବା ଫଳରେ ଡ୍ରlଇଭର ରାଜ କିଶୋର ବେହେରା ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଖଜୁରୀପଡା ଥାନା ଅନ୍ତର୍ଗତ ସମରଡେଗା ବୁଲାଣିରେ ଗାଡିଟି ଭାରସାମ୍ୟ ହରାଇ ରାସ୍ତାକଡ଼ ଗଛରେ
Read More...

ଜିଲ୍ଲା କଂଗ୍ରେସ ପକ୍ଷରୁ କୋଭିଡ଼ ଟିକାକରଣ ପାଇଁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ସୁବର୍ଣ୍ଣପୁର : ଆଜି ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ମୋଦି ସରକାରଙ୍କ କୋଭିଡ଼ ଟିକାକରଣ ନୀତି ଉପରେ ପ୍ରଶ୍ନ ଉଠାଇ ବିଭିନ୍ନ ଅସୁବିଧା ସବୁକୁ ଦର୍ଶାଯାଇଛି । କୋଭିଡ଼ ମହାମାରୀରୁ ଲୋକଙ୍କୁ ବଞ୍ଚାଇ ବାକୁହେଲେ ସମସ୍ତଙ୍କୁ ଟିକାକରଣ ଏକମାତ୍ର ଅସ୍ତ୍ର ହୋଇଥିବା ବେଳେ ଯେଉଁଭଳି ଭାବରେ
Read More...

ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ୍‌ ଗସ୍ତ ପାଇଁ ପାକିସ୍ତାନ ଦଳ ଘୋଷଣା

ଲାହୋର: ପାକିସ୍ତାନ ଚୟନକର୍ତ୍ତାମାନେ ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ୍‌ ଗସ୍ତ ପାଇଁ ପାକିସ୍ତାନ ଦଳ ଘୋଷଣା କରିଛନ୍ତି । ଦଳକୁ ଚାରିଜଣ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍‌ ଫେରିଥିବା ବେଳେ ଯୁବ ଖେଳାଳି ଆଜାମ ଖାନଙ୍କୁ ସୁଯୋଗ ମିଳିଛି । ସୂଚନାଯୋଗ୍ୟ ଯେ, ପାକିସ୍ତାନ ଦଳ ଇଂଲଣ୍ଡ ଗସ୍ତରେ ତିନୋଟି
Read More...