ଆସନ୍ତାକାଲିଠାରୁ ବୌଦ୍ଧସହରରେ ହେବ ୧୮ ରୁ ୪୪ ବର୍ଷ ବର୍ଗ ବୟସ୍କଙ୍କ ପାଇଁ ଟିକାକରଣ

ବୌଦ୍ଧ : ଆସନ୍ତାକାଲିଠାରୁ ବୌଦ୍ଧ ଜିଲ୍ଲାରେ ୧୮ ରୁ ୪୪ ବର୍ଷ ବର୍ଗ ବୟସ୍କଙ୍କ ପାଇଁ କୋଭିଡ୍‌ ଟିକାକରଣ ଆରମ୍ଭ ହେଉଅଛି । ପ୍ରାଥମିକ ପର୍ଯ୍ୟାୟରେ ଏହା କେବଳ ବୌଦ୍ଧ ବିଜ୍ଞପିତ ଅଂଚଳରେ ହେବ । ଏଥିନିମନ୍ତେ Cowin Portal ମାଧ୍ୟମରେ ହିତାଧିକାରୀଙ୍କୁ ପୂର୍ବରୁ ନିଜର ନାମ ପଞ୍ଜିକରଣ କରିବା
Read More...

ନେହା କକ୍କରଙ୍କ ଜନ୍ମଦିନ ସ୍ପେଶାଲ : ଦିନେ ଗୀତ ପିଛା ପାଉଥିଲେ ୫୦୦ ଟଙ୍କା, ଏବେ ଲକ୍ଷ ଲକ୍ଷ ଟଙ୍କା ଆୟ କରୁଛନ୍ତି

ଭାରତୀୟ ଶକିରା ଏବଂ ରକଷ୍ଟାର ନାମରେ ଜଣାଶୁଣା ନେହା କକ୍କର ତାଙ୍କର ୩୨ ତମ ଜନ୍ମଦିନ ପାଳନ କରୁଛନ୍ତି । ନେହା ଜୁନ୍‌ ୬, ୧୯୮୮ ରେ ଋଷିକେଶରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପରିବାର ଅତ୍ୟନ୍ତ ଗରିବ ଏବଂ ବାପା ଝିଅ ସୋନୁ କକ୍କରଙ୍କ ବିଦ୍ୟାଳୟ ବାହାରେ ସାମୋସା ବିକ୍ରି କରୁଥିଲେ । ଏହି
Read More...

ଚୋରି ଅଭିଯୋଗରେ ଶୁଭେନ୍ଦୁ ଅଧିକାରୀଙ୍କ ନାମରେ ଏଫ୍‌ଆଇଆର

କୋଲକତା : ପଶ୍ଚିମବଙ୍ଗରେ ବିଜେପି ନେତା ଶୁଭେନ୍ଦୁ ଆଧିକାରୀ ଏବଂ ତାଙ୍କ ଭାଇ ସୋମଣ୍ଡୁଙ୍କ ବିରୋଧରେ ଏଫ୍‌ଆଇଆର୍‌ ଦାଖଲ କରାଯାଇଛି । ତାଙ୍କ ନାମରେ ପୌର ସଂସ୍ଥାରୁ ରିଲିଫ ସାମଗ୍ରୀ ଚୋରି କରିଥିବା ଅଭିଯୋଗ ହୋଇଛି । କାଣ୍ଠି ମ୍ୟୁନିସିପାଲିଟି ପ୍ରଶାସନିକ୍‌ ବୋର୍ଡର ସଦସ୍ୟ ରତ୍ନାଦୀପ
Read More...

ପୁଣି ୪୨ଜଣଙ୍କ ଜୀବନ ନେଲା କରୋନା, ୭୦୦୨ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ କରୋନା ଜନିତ ମୃତ୍ୟୁସଂଖ୍ୟା କମିବାର ନାଁ ନେଉନି । ଗତ ୨୪ ଘଣ୍ଟା ମଧ୍ୟରେ ୭୦୦୨ ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‌
Read More...

ହାଇୱା ଧକ୍କାରେ ୩ମୃତ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଳା ବିନିକା ଥାନା ଅରିଗାଁଠାରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ହାଇୱା ଧକ୍କାରେ ୩ ଜଣ ମୃତ ହୋଇଥିବା ଜଣେ ୧ ଗୁରୁତର ହୋଇଛନ୍ତି । ବରଗଡ଼ ଜିଲ୍ଲା ଭେଡେନ ଥାନା ବଏପୁର ଗାଁରୁ ଝିଅ ଦେଖିବା ପାଇଁ ବିନିକା ଥାନା ବଲାରଙ୍ଗା ଗ୍ରାମକୁ ଆସିଥିଲେ ।
Read More...

୧୮ରୁ ୪୪ବର୍ଷ ବୟସ୍କଙ୍କୁ ଦିଆଯିବ ଟିକା, ୨୨ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସ୍‌ଏସିଏସ୍‌

୩ଟି ପର୍ଯ୍ୟାୟରେ ୬ଲକ୍ଷ ୪୫ ହଜାର ୭୯୦ କୋଭିସିଲ୍ଡ ଟିକା ଆସିବଟିକାକରଣ ପାଇଁ ପ୍ରସ୍ତୁତ ରହିବା ପାଇଁ ଜିଲ୍ଲାପାଳଙ୍କୁମାନଙ୍କୁ ଚିଠି ଲେଖିଲେ ଏସ୍‌ଏସିଏସ୍‌ପୌର ପରିଷଦ ଓ ଏନଏସି ଅଞ୍ଚଳରେ ଦିଆଯିବ ଟିକାବିଦେଶ ଯିବାକୁ ଥିବା ଶିକ୍ଷାର୍ଥୀ ଓ ଖେଳାଳିଙ୍କୁ ଦିଆଯିବ
Read More...

ବାଉଁଶୁଣୀରେ ବିଶ୍ୱ ପରିବେଶ ଦିବସ ପାଳିତ

ବୌଦ୍ଧ/ବାଉଁଶୁଣୀ,୫/୬- ବୌଦ୍ଧଜିଲ୍ଲା ବାଉଁଶୁଣୀ ହାଇସ୍କୁଲ ପଡିଆଠାରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୂର୍ବ ପ୍ରଧାନ ଶିକ୍ଷକ ହରିହର ମେହେର, ଇଂ ରାକେଶ ତ୍ରିପାଠୀ, କବି କରୁଣାକର ଘଣ୍ଟୁଆଳ, ସାମ୍ବାଦିକ ଉମାକାନ୍ତ ମହାକୁଳ, ଜିଆରଏସ ରଙ୍କନିଧି ଗାଈଗୌରିଆ
Read More...

ବୌଦ୍ଧଜିଲ୍ଲାକୁ ଆସିବେ ୧୨ ନୂଆ ଡାକ୍ତର

ବୌଦ୍ଧ,୫/୬- ବୌଦ୍ଧଜିଲ୍ଲାକୁ ଆସିବେ ୧୨ ନୂଆ ଡାକ୍ତର । ରାଜ୍ୟସରକାର ୭୫୦ ଜଣ ନୂତନ ଡାକ୍ତରଙ୍କୁ ନିଯୁକ୍ତି ଦେଇଛନ୍ତି । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଏହି ଡାକ୍ତରମାନଙ୍କୁ ସରକାର ସିଧାସଳଖ ନିଯୁକ୍ତି ସ୍ଥାନ ନିର୍ଦ୍ଧାରଣ କରି ପଠାଇଛନ୍ତି । ମିଳିଥିବା ତଥ୍ୟ
Read More...

ବିକ୍ରମ ବର୍ମାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଶୋକ

ଭୁବନେଶ୍ୱର,୫/୬- ମାହାଙ୍ଗାର ପୂର୍ବତନ ବିଧାୟକ ବିକ୍ରମ କେଶରୀ ବର୍ମାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ୱର୍ଗତ ବର୍ମାଙ୍କୁ ଜଣେ ସର୍ମର୍ପିତ ଜନସେବକ ,ଶିକ୍ଷାବିତ୍‌ ଓ ଅମାୟିକ
Read More...