ପୁଣି ହସାଇବେ କପିଲ ଶର୍ମା, ଜୁଲାଇ ୨୨ରେ ଟିଭି ପରଦାକୁ ଫେରିବେ

କରୋନା ମହାମାରୀ ଭିତରେ ପୁଣି ହସିବେ ଲୋକେ । ପୁଣି ଲାଗିବ କମେଡିର ତଡକା । ଖୁବଶୀଘ୍ର ଟିଭି ପରଦାକୁ ଫେରିବେ କମେଡି କିଙ୍ଗ କପିଲ ଶର୍ମା । ନୂଆ ସିଜିନ ସହ କପିଲ ଶର୍ମା ଶୋ’ ରିଟର୍ଣ୍ଣସ୍ କରିବ । ଟେଲି ଚକ୍କରର ରିପୋର୍ଟ ମୁତାବକ, ‘ଦ କପିଲ ଶର୍ମା ଶୋ’ ପୁଣି ଦର୍ଶକଙ୍କୁ ମନୋରଞ୍ଜନର
Read More...

ବୌଦ୍ଧଜିଲ୍ଲା: କୋଭିଡ୍‌ ଜନିତ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି

ବୌଦ୍ଧ,୨୭/୫- ଗତକାଲି ବୌଦ୍ଧଜିଲ୍ଲାର ୩ ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଥିବା ସମ୍ପର୍କରେ ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପୁର୍ବରୁ ୩୧ ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଥିବା ବେଳେ ଆଜି ଘୋଷଣା ହୋଇଥିବା ୩ ଜଣଙ୍କୁ ମିଶାଇ ଜିଲ୍ଲାରେ ମୃତ୍ୟୁସଂଖ୍ୟା ୩୪ କୁ
Read More...

ଗଜପତି: ପୁଣି ୮୦ଜଣ କରୋନା ପଜିଟିଭ ଚିହ୍ନଟ

ଗଜପତି,୨୭/୫- ଗଜପତି ଜିଲ୍ଲାରେ ଆଜି ପୁଣି ୮୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରରୁ ୧୫ ଜଣ, ଗୋଶାଣି ବ୍ଳକରେ ୧୫ ଜଣ, ଗୁମ୍ମା ବ୍ଳକରୁ ୩ ଜଣ, କାଶୀ ନଗର ବ୍ଳକରୁ ୭ଜଣ, ମୋହନା ବ୍ଳକରୁ ୧୫ ଜଣ, ନୂଆ
Read More...

ବୌଦ୍ଧଜିଲ୍ଲାରେ ଆଜିସୁଦ୍ଧା ୨୭.୪ମି.ମି ବର୍ଷା ରେକର୍ଡ

ବୌଦ୍ଧ,୨୭/୫- ବାତ୍ୟା ‘ୟାସ’ର ପ୍ରଭାବରେ ବୌଦ୍ଧଜିଲ୍ଲାରେ ଗତ ୨୫ ତାରିଖ ରାତିରୁ ବର୍ଷା ଲାଗିରହିଛି । ଆଜିସୁଦ୍ଧା ବୌଦ୍ଧବ୍ଲକରେ ୨୩ ମିଲିମିଟର ବର୍ଷା, କଣ୍ଟାମାଳ ବ୍ଲକରେ ୧.୪ ମିଲିମିଟର ଏବଂ ହରଭଙ୍ଗା ବ୍ଲକରେ ୩ମିଲିମିଟର ବର୍ଷା ହୋଇଥିବା ସରକାରୀ ସ୍ତରରେ ସୂଚନା ଦିଆଯାଇଛି । ଝିପିଝିପି
Read More...

ବୌଦ୍ଧଜିଲ୍ଲାରେ ଆଜିସୁଦ୍ଧା ୨୭.୪ମି.ମି ବର୍ଷା ରେକର୍ଡ

ବୌଦ୍ଧ,୨୭/୫- ବାତ୍ୟା ୟାସର ପ୍ରଭାବରେ ବୌଦ୍ଧଜିଲ୍ଲାରେ ଗତ ୨୫ ତାରିଖ ରାତିରୁ ବର୍ଷା ଲାଗିରହିଛି । ଆଜିସୁଦ୍ଧା ବୌଦ୍ଧବ୍ଲକରେ ୨୩ ମିଲିମିଟିର ବର୍ଷା, କଣ୍ଟାମାଳ ବ୍ଲକରେ ୧.୪ ମିଲିମିଟର ଏବଂ ହରଭଙ୍ଗା ବ୍ଲକରେ ୩ମିଲିମିଟର ବର୍ଷା ହୋଇଥିବା ସରକାରୀ ସ୍ତରରେ ସୂଚନା ଦିଆଯାଇଛି । ଝିପିଝିପି
Read More...

ନଳକୂପର ମରାମତି ଓ ଚାନ୍ଦିନୀ ନିର୍ମାଣ ପାଇଁ ଦାବି

ବୌଦ୍ଧ/ବାଉଁଶୁଣୀ- ବୌଦ୍ଧବ୍ଲକ ବାଉଁଶୁଣୀ ଗ୍ରାମପଞ୍ଚାୟତ ବାଉଁଶୁଣୀ ଛକରୁ ଗୁନ୍ଦୁଳିଆ ରୋଡ଼ରେ ଥିବା ନଳକୂପଟି ଦୀର୍ଘଦିନରୁ ଅଚଳ ହୋଇପଡିଛି । ଏଥିସହିତ ଡ୍ରେନପାଣି ଆସି ନଳକୂପର ଚତୁଃପାଶ୍ୱର୍ରେ ଜମି ଆବର୍ଜନାମୟ ପରିବେଶ ସୃଷ୍ଟି କରୁଛି । ଏହି ନଳକୂପ ଉପରେ ଅନେକ ଲୋକ ନିର୍ଭର କରିଥାନ୍ତି ।
Read More...

ଦୀପତଳ ଅନ୍ଧାର, ୪ବର୍ଷ ହେଲା ମରାମତି ହେଉନାହିଁ ରାସ୍ତା

ବୌଦ୍ଧ,୨୭/୫ - ବୌଦ୍ଧ ସହରାଞ୍ଚଳ ଅନ୍ତର୍ଗତ ୬ ନମ୍ବର୍‌ ୱାର୍ଡ ବାବୁସାହିର ନିର୍ଦ୍ଦିଷ୍ଟ କିଛି ରାସ୍ତା ପ୍ରାୟ ୪ ବର୍ଷ ହେବ ମରାମତି ହେଉନଥିବା ହେତୁ ଅସନ୍ତୋଷ ପ୍ରକାଶ ପାଉଛି । ବାବୁସାହି ଅଂଚଳର ବିଭିନ୍ନ ରାସ୍ତାକୁ ବାରମ୍ବାର ମରାମତି କରାଯାଉଥିଲେ ମଧ୍ୟ ଏ ରାସ୍ତାଖଣ୍ଡକୁ ଯେମିତି
Read More...

ଶୀତଳଷଷ୍ଠୀ ପାଇଁ ପ୍ରସ୍ତୁତି ବୈଠକ

ସମ୍ବଲପୁର,୨୭/୫- ବୁଧବାର ସନ୍ଧ୍ୟା ୭ ଟା ସମୟରେ ଶୀତଳଷଷ୍ଠୀ ମିଳିତ କ୍ରିୟାନୁଷ୍ଠାନ କମିଟି (ନନ୍ଦପଡ଼ା, ଝାଡୁଆପଡା ଓ ମୁଦିପଡା)ର ଏକ ଜରୁରୀ ବୈଠକ ଡିଜିଟାଲ ମାଧ୍ୟମରେ କାର୍ଯ୍ୟକାରୀ ସଭାପତି ଅମୂଲ୍ୟ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଆଗାମୀ ଜୁନ ୧୧ ଓ ୧୨
Read More...

ଅବ୍ୟବସ୍ଥା ଘେରରେ ଚାନ୍ଦପୁର କୋଭିଡ୍‌ ହସ୍ପିଟାଲ, ସଠିକ୍‌ ସୂଚନା ଦିଆଯାଉନଥିବା ଅଭିଯୋଗ

ଦଶପଲ୍ଲା,୨୭/୫:- ନୟାଗଡ ଜିଲ୍ଲା ଚାନ୍ଦପୁର କୋଭିଡ୍‌ ଡାକ୍ତରଖାନାରେ ଚିକିତ୍ସାଧିନ ଥିବା ଜଣେ କୋଭିଡ ଆକ୍ରାନ୍ତଙ୍କର ଚିିକିତ୍ସା ଅବହେଳାରୁ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ତେବେ ଗତ କିିଛି ଦିନ ହେବ ଲଗାତାର ଭାବେ ମେଡିକାଲରେ ଅବ୍ୟବସ୍ଥା ନେଇ ଅଭିଯୋଗ ଆସୁଥିଲେ ମଧ୍ୟ କେହି ଦୃଷ୍ଟି
Read More...