ଭାଇକୁ ବଞ୍ଚାଇବାକୁ ଯାଇ ଦୁଇ ଭାଇଙ୍କ ମୃତ୍ୟୁ
ଫୁଲବାଣୀ,୪/୬- କନ୍ଧମାଳ ଜିଲ୍ଲା ସାରଙ୍ଗଡ ଥାନା ଅନ୍ତର୍ଗତ ଗେରିଡିଙ୍ଗିଆ ଗ୍ରାମର ୨ଭାଈ ମାମୁଁ ଘର ଗୁଟିଙ୍ଗିଆ ପଞ୍ଚାୟତ ମାଳିକାପଡ଼ାକୁ ବୁଲିବାକୁ ଯାଇଥିଲେ । ଦୁଇ ଭାଇ ସକାଳୁ ଗ୍ରାମରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଗୋଟିଏ ଭାଇର ଗୋଡ଼ ଖସିଯିବାରୁ ବୁଡ଼ି ଯାଉଥିବା ବେଳେ ଅନ୍ୟ!-->…
Read More...
Read More...