ବରିଷ୍ଠ ସାମ୍ବାଦିକ ବସନ୍ତ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୨୯/୫- ବରିଷ୍ଠ ସାମ୍ବାଦିକ ବସନ୍ତ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ ସ୍ୱର୍ଗତ ଦାସ ଜଣେ ସ୍ତମ୍ଭକାର ତଥା ରାଜନୈତିକ ବିଶ୍ଳେଷକ ଭାବରେ ସୁନାମ କରିଥିଲେ । ଅର୍କଶତାବ୍ଦୀରୁ ଅଧିକ ସମୟ
Read More...

ବିଦ୍ୟାଳୟ ନବୀକରଣ କାର୍ଯ୍ୟର ଶୁଭାରମ୍ଭ

ବୌଦ୍ଧ,୨୯/୫ - ଗତକାଲି ସନ୍ଧ୍ୟାରେ 5T ଅନ୍ତର୍ଭୁକ୍ତ ବୌଦ୍ଧ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ରୂପାନ୍ତରିକରଣ ପାଇଁ ବିଦ୍ୟାଳୟ ନବୀକରଣ କାର୍ଯ୍ୟର ଶୁଭାରମ୍ଭ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ନାରିକେଳ ଭାଙ୍ଗି କରିଥିଲେ | ଉକ୍ତ କାର୍ଯ୍ୟକ୍ରମରେ ଉପ
Read More...

5 ଆନ୍ତଃରାଜ୍ୟ ଗଂଜେଇ ଚାଲାଣକାରୀ ଗିରଫ, ପିକ୍ଅପ୍ ଜବତ

ବୌଦ୍ଧ/ବାଉଁଶୁଣୀ,୨୯/୫ - ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ଗତକାଲି ସନ୍ଧ୍ୟା ପ୍ରାୟ 7 ଘଣ୍ଟା ସମୟରେ ବାଉଁଶୁଣୀ ଥାନା ସାହାଜପାଲ ନିକଟରୁ ଗୋଟିଏ ବାଇଗଣ ବୋଝେଇ ପିକ୍ ଅପ୍ ଗାଡିରୁ ବିପୁଳ ପରିମାଣର ଗଂଜେଇ ଗୋଟିଏ ପିକ୍ ଅପ୍ ଗାଡିରୁ ବାଉଁଶୁଣୀ ପୋଲିସ ଜବତ କରିଥିବା ଜଣା ପଡିଛି l ବାଉଁଶୁଣୀ
Read More...

ଗ୍ୟାସ୍ ସିଲିଣ୍ଡରରେ ନିଆଁ ଲାଗି ଅଗ୍ନିକାଣ୍ଡ

ବୌଦ୍ଧ,୨୮/୫ – ବୌଦ୍ଧବ୍ଲକ୍ ଖୁଣ୍ଟବନ୍ଧ ଗ୍ରାମ ପଞ୍ଚାୟତ ବ୍ରହ୍ମଚାରୀ ଗ୍ରାମ ମେହେର ସାହିରେ ଆଜି ସନ୍ଧ୍ୟା ପ୍ରାୟ 7 ଘଣ୍ଟା ସମୟରେ ଗ୍ୟାସ୍ ସିଲିଣ୍ଡରରେ ନିଆଁ ଲାଗି ଅଗ୍ନିକାଣ୍ଡ ଘଟିଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ବ୍ରହ୍ମଚାରୀ ମେହେର ସାହିର ସରଜୁ ମେହେରଙ୍କ ଘରେ
Read More...

କଣ୍ଟାମାଳ: ନକଲି ପ୍ରେସ ଗାଡି ଓ ନକଲି ନମ୍ବରରେ ଗଞ୍ଜେଇ ଚାଲାଣ,୨୪ ଘଣ୍ଟା ପରେ ବି ପୋଲିସ ପଞ୍ଝାରୁ ଖସିଥିବା ଆସାମୀର…

କଣ୍ଟାମାଳ,୨୮/୫ - ନାଲିରଙ୍ଗର ଟ୍ରାଭେରା ଗାଡି ସ୍ପଷ୍ଟ ଲେଖା ଅଛି ଦୂରଦର୍ଶନ ଓଡିଆ, କରୋନା କଟକଣାକୁ ନେଇ ପୋଲିସ ବେଶ ସକ୍ରିୟ ଥିବାବେଳେ ପୋଲିସକୁ ଚକମାଦେଇ ପାରହୋଇ ଯାଉଥିବା ଗାଡିଟି ଗତ ୨୬ ତାରିଖ ରାତିରେ କଣ୍ଟାମାଳ ପୋଲିସ ହାତରେ ଧରା ପଡିଥିଲା । ତଲାସି ପରେ ଗାଡିରୁ ମିଳିଥିଲା ୨୦
Read More...

ପିଙ୍ଗଳାବେଡା ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

ବୌଦ୍ଧ/ଜହ୍ନାପଙ୍କ,୨୮/୫- ବୌଦ୍ଧବ୍ଳକ ବ୍ରାହ୍ମଣୀପାଲି ପଞ୍ଚାୟତ ଅନ୍ତର୍ଗତ ପିଙ୍ଗଳାବେଡା ଗ୍ରାମରେ ଆଜି ୫୩ ଜଣ କରୋନା ସଂକ୍ରମଣ ଚିହ୍ନଟ ହେବାପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ସରପଞ୍ଚ ସୁଷମା ବାଘ ପିଙ୍ଗଳାବେଡା ଗ୍ରାମକୁ ୨୮ ତାରିଖରୁ ୨ ତାରିଖ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ
Read More...

ପିଙ୍ଗଳାବେଡା ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

ବୌଦ୍ଧ/ଜହ୍ନାପଙ୍କ,୨୮/୫- ବୌଦ୍ଧବ୍ଳକ ବ୍ରାହ୍ମଣୀପାଲି ପଞ୍ଚାୟତ ଅନ୍ତର୍ଗତ ପିଙ୍ଗଳାବେଡା ଗ୍ରାମରେ ଆଜି ୫୩ ଜଣ କରୋନା ସଂକ୍ରମଣ ଚିହ୍ନଟ ହେବାପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ସରପଞ୍ଚ ସୁଷମା ବାଘ ପିଙ୍ଗଳାବେଡା ଗ୍ରାମକୁ ୨୮ ତାରିଖରୁ ୨ ତାରିଖ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ
Read More...

ହରଭଙ୍ଗା ଉଚ୍ଚ ବିଦ୍ୟାଳୟରେ ୫ଟି ରୂପାୟନ ଅଧିବେଶନ

ହରଭଙ୍ଗା୨୮/୫- ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକର ହରଭଙ୍ଗା ଉଚ୍ଚ ବିଦ୍ୟାଳୟରେ ୫ଟି ରୂପାନ୍ତରଣର ଦ୍ୱିତୀୟ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ମୁରଲୀଧର ରଣାଙ୍କ ଆବାହକତ୍ୱରେ ହରଭଙ୍ଗା ବିଡିଓ ନୀଳକଣ୍ଠ ବେହେରାଙ୍କ ଅଧ୍ୟକ୍ଷତା କରିଥିଲେ । ସହକାରୀଯନ୍ତ୍ରୀ ଅର୍ଜୁନ ଗଡନାୟକ,
Read More...

ଜିଲ୍ଲା ଫ୍ରଣ୍ଟଲାଇନ ମିଡ଼ିଆ ଆସୋସିଏସନ ପକ୍ଷରୁ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ

ଫୁଲବାଣୀ ,୨୮/୫- କନ୍ଧମାଳ ଜିଲ୍ଲା ଫ୍ରଣ୍ଟଲାଇନ ମିଡ଼ିଆ ଆସୋସିଏସନ ପକ୍ଷରୁ ଆଜି ଫୁଲବାଣୀସ୍ଥିତ ସାମ୍ବାଦିକ ଭବନରେ ସମସ୍ତ କାର୍ଯ୍ୟରତ ସାମ୍ବାଦିକ ଏବଂ କ୍ୟାମେରାମେନ ମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ କରାଯାଇଛି । ଏଥିସହିତ ଦିବଙ୍ଗତ ସାମ୍ବାଦିକ ମାନଙ୍କ ଉଦ୍ଦେଶ୍ୟରେ ଫୁଲବାଣୀ ସହରର
Read More...

ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର

ଗଜପତି,୨୮/୫- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତ ଭଣ୍ଡାର ଠାରେ ଆଜି ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ମୋ ପରିବାର ଜୀବନବିନ୍ଦୁର ଜିଲ୍ଲା ସଂଯୋଜିକା ଶ୍ରୀମତୀ
Read More...