Sign in
Sign in
Recover your password.
A password will be e-mailed to you.
କ୍ୱାକ କ୍ଲିନିକକୁ ସିଲ କଲା ପ୍ରଶାସନ
ଦାରିଙ୍ଗବାଡି, ୨୧/୫ - ଦାରିଙ୍ଗବାଡିର ଏକ କ୍ୱାକ କ୍ଲିନିକକୁ ସିଲ୍କରିଛି ଦାରିଙ୍ଗବାଡି ପ୍ରଶାସନ । ଦାରିଙ୍ଗବାଡି ବ୍ଲକ ରୋଡ ସାଇଟରେ ରହିଥିବା ଏକ କ୍ୱାକ କ୍ଲିନିକ ଉପରେ ଦାରିଙ୍ଗବାଡି ତହସିଲଦାର କଳାକୃଷ୍ଣ ପ୍ରଧାନ, ଥାନା ଅଧିକାରୀ କୌଶିକ ମାଝୀ, ମେଡିକାଲ ଇନଚାର୍ଜ ଡାକ୍ତର ଜାକେଶ!-->…
Read More...
Read More...
ପାରିବାରିକ ବିବାଦକୁ ନେଇ ସାନଭାଇକୁ ହତ୍ୟାକଲା ବଡଭାଇ
ବୌଦ୍ଧ,୨୧/୫ - ପାରିବାରିକ ବିବାଦକୁ ନେଇ ମନମୁଣ୍ଡା ଥାନା ଶୁଣ୍ଢିପଦର ଗ୍ରାମ ପଞ୍ଚାୟତ ମନୋହରପୁର ଗ୍ରାମରେ ଏକ ହତ୍ୟାକାଣ୍ଡ ଗତକାଲି ରାତିରେ ଘଟିଯାଇଛି । ବଡଭାଇର ଟାଙ୍ଗିଆ ଚୋଟରେ ସାନଭାଇର ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ମନମୁଣ୍ଡା ଥାନା ମନୋହରପୁର ଗ୍ରାମର!-->…
Read More...
Read More...
ରାଜେନ୍ଦ୍ର ନଗର ସେବାକମିଟି ପକ୍ଷରୁ ରନ୍ଧାଖାଦ୍ୟ ବଣ୍ଟନ
କଣ୍ଟାବାଞ୍ଜି,୨୦/୫- ମହାମାରୀ କରୋନା ସମୟରେ ଲକ ଡାଉନ ଓ ସଟ ଡାଉନ ଭଳି ସମସ୍ୟାରୁ ନିଜନିଜ ଜୀବିକା ହରେଇଥିବା ଗରିବ, ଅସହାୟ ମାନଙ୍କ ପାଇଁ ସହଯୋଗର ହାତ ବଢେଇଛି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରାଜେନ୍ଦ୍ର ନଗର ସେବା କମିଟି । ସହରର ହସ୍ପିଟାଲ, ରେଳଷ୍ଟେସନ, ବସଷ୍ଟାଣ୍ଡ ଓ ସହରର!-->…
Read More...
Read More...
ଦୁଇଟି ବାଲ୍ୟବିବାହ ବନ୍ଦ କଲା ଗଜପତି ଜିଲ୍ଲା ପ୍ରଶାସନ
ଗଜପତି,୨୦/୫- ଗଜପତି ଜିଲ୍ଲା କାଶୀନଗର ବ୍ଳକର କେ. ସୀତାପୁର ଗ୍ରାମରେ ଆଗାମୀ ଦିନରେ ହେବାକୁ ଥିବା ଦୁଇଟି ବାଲ୍ୟବିବାହକୁ ବନ୍ଦ କଲା ଜିଲ୍ଲାପ୍ରଶାସନ । ଉକ୍ତ ବାଲ୍ୟ ବିବାହ ସମ୍ପର୍କରେ ଚାଇଲଡ଼ ଲାଇନର ଟିମ ମେମ୍ବର ଖବରପାଇ କାଶୀନଗର ବାଲ୍ୟବିବାହ ନିଷେଧ ଅଧିକାରିଣୀ ଶ୍ରୀମତୀ କନକଲତା!-->…
Read More...
Read More...
ସରପଞ୍ଚ ଦେଖାଇଲେ ଜିଲ୍ଲାପାଳ କ୍ଷମତା, ଦୈନିକ ବଜାର ଅନିର୍ଦ୍ଦିିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ
ବୌଦ୍ଧ/ ଜହ୍ନାପଙ୍କ,୨୦/୫- ଗ୍ରାମାଞ୍ଚଳରେ ବର୍ତ୍ତମାନ କରୋନାର ଦ୍ୱିତୀୟ ଲହର ଦ୍ରୁତ ଗତିରେ ବଢିଚାଲିଥିବାବେଳେ ସାପ୍ତାହିକ ଓ ଦୈନିକ ବଜାରରେ କ୍ରେତା ଓ ବିକ୍ରେତାଙ୍କ ମଧ୍ୟରେ ସାମାଜିକ ଦୂରତା ନରହିବା, ମାସ୍କ ନପିନ୍ଧିବା ଆଦି କରୋନା କଟକଣାକୁ ଲୋକମାନେ ମାନୁନଥିବା ଯୋଗୁଁ ବୌଦ୍ଧବ୍ଳକ!-->…
Read More...
Read More...
କୋଭିଡ୍ ହସପିଟାଲରେ ମୃତ୍ୟୁବରଣ କଲେ ସ୍ୱେଚ୍ଛାସେବୀ ସନ୍ତୋଷ ସାହୁ
ବୌଦ୍ଧ/ ଜହ୍ନାପଙ୍କ,୨୦/୫- ବୌଦ୍ଧ ଜିଲ୍ଲାର ଜଣାଶୁଣା ସ୍ୱେଚ୍ଛାସେବୀ ବୌଦ୍ଧବ୍ଲକ୍ ଲକ୍ଷ୍ମୀପ୍ରସାଦ ଗ୍ରାମର ସନ୍ତୋଷ କୁମାର ସାହୁ ଗତକାଲି ବୁଧବାର ରାତି ପ୍ରାୟ ୧୦ ଘଣ୍ଟା ସମୟରେ ବୌଦ୍ଧସ୍ଥିତ କୋଭିଡ୍ ହସପିଟାଲରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆଜକୁ!-->…
Read More...
Read More...
ବିପୁଳ ପରିମାଣର କାଠ ସହ ଆସବାବପତ୍ର ନିର୍ମାଣ ସାମଗ୍ରୀ ଜବତ
ବୌଦ୍ଧ,୨୦/୫ - ବୌଦ୍ଧ ବନ ବିଭାଗର ୭୨ ଜଣିଆ ଏକ ସ୍ୱତନ୍ତ୍ର ଟିମ ଗଠନ କରି ତିନୋଟି ସ୍ଥାନରେ ଏକକାଳୀନ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର କାଠ ସାମଗ୍ରୀ ସହିତ ବିପୁଳ ପରିମାଣର ଅର୍ଦ୍ଧନିର୍ମିତ ଆସବାବପତ୍ର ବନ ବିଭାଗ ଜବତ କରିଛି । ବୌଦ୍ଧ ଡି.ଏଫ.ଓ. ଯଶୋବନ୍ତ ସେଠୀଙ୍କ ନିର୍ଦ୍ଦେଶକ୍ରମେ ବନ!-->…
Read More...
Read More...