୧.୪୫ରେ ମୁଖ୍ୟ ଶାସନ ସଚିବଙ୍କ ପ୍ରେସମିଟ୍, ବଢାଇପାରନ୍ତି ଲକଡାଉନ ଅବଧି
ଭୁବନେଶ୍ୱର : ଆଜି ଅପରାହ୍ନ ୧.୪୫ରେ ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ପ୍ରେସମିଟ କରିବେ । ଏହି ଅବସରରେ ରାଜ୍ୟରେ ବଢିଚାଲିଥିବା କରୋନାକୁ ରୋକ୍ ଲଗାଇବା ପାଇଁ କେତେକ ବଡ ଘୋଷଣା କରିପାରନ୍ତି ବୋଲି ଜଣାପଡୁଛି । ଆସନ୍ତାକାଲି ସକାଳ ୬ଟାରୁ ଲକଡାଉନ!-->…
Read More...
Read More...