ଭାରସାମ୍ୟ ହରାଇ ମୋଟରସାଇକେଲ ଦୁର୍ଘଟଣା ଗ୍ରସ୍ତ ଜଣେ ମୃତ, ଜଣେ ଗୁରୁତର

ବାଲିଗୁଡ଼ା,୪/୫: ଭାରସାମ୍ୟ ହରାଇ ରାସ୍ତାରେ ଶୋଇଥିବା ଛେଳିକୁ ଧକ୍କା ଦେଲା ମୋଟରସାଇକେଲ । ଘଟଣା ଘଟିଛି ବାଲିଗୁଡ଼ା ଥାନା ସୁଡ୍ରା ନିକଟସ୍ଥ ଆରିବାଲି ଛକରେ । ଦୁର୍ଘଟଣାରେ ଜଣେ ମୋଟରସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଖବରପାଇ ୧୦୮
Read More...

କୋଭିଡ୍‌୧୯ ସଚେତନତା ବୈଠକ

ବୌଦ୍ଧ/ହରଭଙ୍ଗା,୩/୫- ଆଜି ହରଭଙ୍ଗା ବ୍ଲକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୀଳକଣ୍ଠ ବେହେରାଙ୍କ ଅଧ୍ୟକ୍ଷତାରେ କୋଭିଡ ସମ୍ବନ୍ଧୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କରୋନା ସମ୍ପର୍କରେ କିପରି ଜଣେ ସ୍ୱେଚ୍ଛାସେବୀ ଭାବେ ନିଜ ନିଜ କର୍ତ୍ତବ୍ୟ ତୁଲାଇବେ ସେ ସମ୍ପର୍କରେ ଆଲୋଚନା ହୋଇଥିଲା
Read More...

ଅଜଣା ଗାଡି ଧକ୍କାରେ ବାଇକ ଆରୋହୀ ଗୁରୁତର

ବୌଦ୍ଧ,୩/୫ - ଆଜି ସନ୍ଧ୍ୟା ପ୍ରାୟ ୭ ଘଣ୍ଟା ସମୟରେ ମନମୁଣ୍ଡା – କଣ୍ଟାମାଳ ରାସ୍ତାର କପାସିରା ଛକ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ପ୍ରାୟ ୭ ଘଣ୍ଟା ସମୟରେ ଜଣେ ବାଇକ ଆରୋହୀ ମନମୁଣ୍ଡା ଠାରୁ
Read More...

ନିଜ ଉପରେ ନିଜେ ରେଷ୍ଟ୍ରିକସନ୍‌ ଲଗେଇବାକୁ ଆହ୍ୱାନ

ବଲାଙ୍ଗୀର,୩/୫- ଜୀବନ ଓ ଜୀବିକା ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଚଞ୍ଚଳ ରାଣା ଓ ଏସ୍‌ପି କୁଶଲକର ନିତିନ୍‌ ଡଗୁଡୁ ଆସନ୍ତା ୫ତାରିଖରୁ ହେବାକୁ ଥିବା ଲକ୍‌ଡାଉନ୍‌ ୨ ଓ ତାହା ପାଇଁ ନିର୍ଦ୍ଦେଶାବଳୀ, ଜିଲ୍ଲା ପ୍ରଶାସନର ପ୍ରସ୍ତୁତି
Read More...

ବିନା ଅକ୍ସନରେ ପାଲଝାର ଫାର୍ମର ଧାନ ବାହାରକୁ ଚାଲାଣ ଅଭିଯୋଗ

ବୌଦ୍ଧ,୩/୫- ବୌଦ୍ଧବ୍ଲକ ବଘିଆପଡା ଗ୍ରାମଠାରେ ଥିବା ପାଲଝାର୍‌ କୃଷି ଫାର୍ମରୁ ଆଜି ଗୋଟିଏ ୪୦୭ ମିନି ଟ୍ରକରେ ଧାନବସ୍ତା ଲଦା ଯାଉଥିବା ଓ ତାହା ବାହାରକୁ ଚାଲାଣ ହେଉଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଖବର୍‌ ପାଇ କିଛି ଗଣମାଧ୍ୟମର ପ୍ରତିନିଧି ପାଲଝାର୍‌ କୃଷି ଫାର୍ମରେ ପହଂଚିଥିଲେ ।
Read More...

ଆଜି ଆଉ ୧୦ ଟି ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷିତ

ବୌଦ୍ଧ,୩/୫ - ଗତକାଲି ୧୩ ଗୋଟି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଘୋଷଣା କରିଥିବାବେଳେ ଆଜି ପୁଣି କରୋନା ପ୍ରଭାବିତ ୧୦ ଟି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି । ଆଜି ଯେଉଁ ଅଂଚଳ କଣ୍ଟେନମେଣ୍ଟ ହୋଇଛି ସେଗୁଡିକ ହେଲା
Read More...

କୋଭିଡ ପରିଚାଳନା ତଦାରଖ ପାଇଁ ବରିଷ୍ଠ ଅଧିକାରୀମାନଙ୍କୁ ଦାୟିତ୍ୱ

ବୌଦ୍ଧ,୩/୫ - ଜିଲ୍ଲାରେ କୋଭିଡ ପରିଚାଳନାକୁ ସୁସଂଗଠିତ କରିବାପାଇଁ ଜିଲ୍ଲାର ତିନି ଜଣ ବରିଷ୍ଠ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ତଦାରଖ ଦାୟିତ୍ୱ ପ୍ରଦାନ କରିଛନ୍ତି । ଆଜି ଜିଲ୍ଲାପାଳ କରିଥିବା ଆଦେଶ ଅନୁଯାୟୀ ଟି. ଏମ. ସି. ପ୍ରସ୍ତୁତି, ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ତଦାରଖ, ସଚେତନତା
Read More...

ଏବିଭିପି କନ୍ଧମାଳ ପକ୍ଷରୁ କଣ୍ଟେନମେଣ୍ଟ ଯୋନ ରେ ସାନିଟାଇଜ କରି ନିଃସ୍ୱାର୍ଥପର ସେବା

ଏବିଭିପି କନ୍ଧମାଳ ପକ୍ଷରୁ କଣ୍ଟେନମେଣ୍ଟ ଯୋନ ରେ ସାନିଟାଇଜ କରି ନିଃସ୍ୱାର୍ଥପର ସେବା ଫୁଲବାଣୀ:୦୩/୦୫ କନ୍ଧମାଳ ରେ ଦିନକୁ ଦିନ କରୋନା ପଜିଟିଭ ଙ୍କ ସଂଖ୍ୟା ଦୃତ ଗତିରେ ବଢୁଥିବା ଫଳରେ ପ୍ରଶାସନଠୁ ଆରମ୍ଭ କରି ସମସ୍ତେ ଏହାକୁ ନେଇ ଚିନ୍ତିତ ଥିବାବେଳେ କରୋନାକୁ ଚେକ ପକାଇବା ପାଇଁ
Read More...

ବୌଦ୍ଧଜିଲ୍ଲା: ଆଜି ସର୍ବକାଳୀନ ରେକର୍ଡ ସଂଖ୍ୟକ ୧୭୫ ପଜିଟିଭ ଚିହ୍ନଟ

ବୌଦ୍ଧ,୩/୫ – ଆଜି ବୌଦ୍ଧଜିଲ୍ଲାରେ ରେକର୍ଡ ସଂଖ୍ୟକ ୧୭୫ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜିର ୧୭୫ କରୋନା ପଜିଟିଭ ସଂଖ୍ୟାକୁ ମିଶାଇଲେ ଆଜିସୁଦ୍ଧା ବୌଦ୍ଧଜିଲ୍ଲାରେ ମୋଟ ୩୭୭୩ ଜଣ ଆକ୍ରାନ୍ତ ହୋଇ ସାରିଲେଣି । ଜିଲ୍ଲା
Read More...

ବିଶିଷ୍ଟ ଶିକ୍ଷାବିତ୍ କୃଷ୍ଣଚନ୍ଦ୍ର ମହାରଣାଙ୍କ ଦେହାନ୍ତରେ ଭାରଚୁଆଲ ଶୋକସଭା

ପାରଳାଖେମୁଣ୍ଡି,୩/୫- ରବିବାର ଦିନ ଅପରାହ୍ନରେ ମହେନ୍ଦ୍ରଗିରି ସରକାରୀ ପୌର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ପୂର୍ଣଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଦିବଙ୍ଗତ ପ୍ରଧାନଶିକ୍ଷକ କୃଷ୍ଣଚନ୍ଦ୍ର ମହାରଣାଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ବିଦ୍ୟାଳୟର ପୁରୁଣା ଛାତ୍ରଛାତ୍ରୀ ଏବଂ
Read More...