ଉପଖଣ୍ଡସ୍ତରୀୟ ସାମ୍ବାଦିକ ସଂଘର ସଭାପତିଙ୍କ ବିୟୋଗରେ ଶୋକସଭା
ପାଟଣାଗଡ,୧୮/୫: ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡ ସ୍ତରୀୟ ସାମ୍ବାଦିକ ସଂଘର ସଭାପତି କୈଳାଶ ଚନ୍ଦ୍ର ସାହୁଙ୍କ ବିୟୋଗରେ ଆଜି ସ୍ଥାନୀୟ ମାରୱଡ଼ି ଧର୍ମଶାଳା ଠାରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଏହି ଶୋକ ସଭାରେ ପାଟଣାଗଡ ଉପଜିଲ୍ଲାପାଳ ସୋମନାଥ ପ୍ରଧାନ, ପାଟଣାଗଡ ବ୍ଳକ ଅଧ୍ୟକ୍ଷ ଭକ୍ତ!-->…
Read More...
Read More...