ବୌଦ୍ଧ : କରୋନା ନେଲା ଆଉ ଜଣେ ଯୁବକଙ୍କ ଜୀବନ
ବୌଦ୍ଧ,୧୮/୫: କରୋନା ମହାମାରୀ ନେଇ ଚାଲିଛି ଗୋଟିଏ ପରେ ଗୋଟିଏ ଅମୂଲ୍ୟ ଜୀବନ। ବାଉଁଶୁଣୀ ଡିମିରିପାଲି ଗ୍ରାମର ପ୍ରଫୁଲ୍ଲ ଗାଇଗୌରିଆ (26) ଙ୍କ ମୃତ୍ୟୁର ଗୋଟିଏ ଦିନ ପରେ ଗତକାଲି ଆଉ ଜଣେ 29 ବର୍ଷୀୟ ଯୁବକଙ୍କ କରୋନାରେ ମୃତ୍ୟୁ ହେବା ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାରେ । ବୌଦ୍ଧ!-->…
Read More...
Read More...