ବୌଦ୍ଧ: କରୋନାରେ ୨୬ ବର୍ଷୀୟ ଯୁବକଙ୍କ ମୃତ୍ୟୁ
ବୌଦ୍ଧ /ବାଉଁଶୁଣୀ,୧୬/୫ - କରୋନାରେ ପୀଡିତ ଥିବା ଜଣେ ଯୁବକଙ୍କ ଆଜି ବୌଦ୍ଧ କୋଭିଡ୍ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ଜଣାପଡିଛି । ବୌଦ୍ଧବ୍ଲକ ବାଉଁଶୁଣୀ ଗ୍ରାମ ପଞ୍ଚାୟତ ଡିମିରିପାଲି ଗ୍ରାମର ପ୍ରଫୁଲ୍ଲ ଗାଇଗୌରିଆ (୨୬) ଗତ ୧୩ ତାରିଖରେ କୋଭିଡ୍ ପରୀକ୍ଷା!-->…
Read More...
Read More...