ନଳକୂପ ଅଚଳ, ପାଣି ପାଇଁ ହାହାକାର
ବୌଦ୍ଧ,୧୫/୫ - ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ ଖଟଖଟିଆ ଗ୍ରାମ ପଞ୍ଚାୟତର ଅମାତସାହିର ନଳକୂପ ଦୀର୍ଘ ୧୦ ଦିନ ହେବ ଅଚଳ ଅବସ୍ଥାରେ ପଡିରହିଥିବା ଅଭିଯୋଗ ହେଉଛି । ଫଳରେ ଗୋଟାଏ ମାତ୍ର ନଳକୂପରେ ନିର୍ଭର ପଡାବାସୀ ବର୍ତ୍ତମାନ ପାଣି ବୁନ୍ଦାଏ ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି!-->…
Read More...
Read More...