ଉତ୍ସର୍ଗୀକୃତ କୋଭିଡ ହସ୍ପିଟାଲ ପରିଦର୍ଶନ କଲେ ଅଗ୍ନିଶମ ଡି ଜି
ଭୁବନେଶ୍ୱର,୧୪/୫: ଅଗ୍ନିଶମ ଡିଜି ଏମ ଅକ୍ଷୟ ଆଜି ରାଜଧାନୀର ଉତ୍ସର୍ଗୀକୃତ କୋଭିଡ ହସ୍ପିଟାଲ ଗୁଡିକ ପରିଦର୍ଶନ କରିଛନ୍ତି । ଏହି ଅବସରରେ ସେ କୋଭିଡ଼ ହସ୍ପିଟାଲ ଗୁଡିକରେ ନିୟୋଜିତ ଆଗ୍ନିକ ମାନଙ୍କ ସହିତ ପରିଚାଳନା ଓ ଆନୁସଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରି ଆପଦ କାଳୀନ ସ୍ଥିତିରେ!-->…
Read More...
Read More...