କଣ୍ଟେନମେଣ୍ଟ ଜୋନରେ ରହୁନି ନୀତିନିୟମ, ସବୁଠି ଉଲ୍ଲଙ୍ଘନ
ବୌଦ୍ଧ,୧୪/୫- ଜିଲ୍ଲାରେ କରୋନା ପଜିଟିଭ ପ୍ରତିଦିନ ଶତକ ପାର୍ କରୁଥିବା ବେଳେ ଲୋକେ କୌଣସି କଟକଣା ଓ ବାରଣ ମାନୁନଥିବା ଅଭିଯୋଗ ହେଉଛି । କରୋନା ପଜିଟିଭ ହୋଇଥିବା ଲୋକ ଓ ତାଙ୍କ ପରିବାର ମଧ୍ୟ ହୋମ୍ ଆଇସୋଲେସନ୍ରେ ନରହି ବାହାରେ ବୁଲାବୁଲି କରୁଥିବା ଖବର ବିଭିନ୍ନ ଗ୍ରାମରୁ ଆସୁଛି ।!-->…
Read More...
Read More...