ତିନି ଜନ୍ମ ପାଇଁ ଏହି କାମ କରିବାକୁ ଚାହାଁନ୍ତି ସୌରଭ ଗାଙ୍ଗୁଲି

ନୂଆଦିଲ୍ଲୀ : ବିସିସିଆଇ ଅଧ୍ୟକ୍ଷ ତଥା ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ସୋସିଆଲ ମିଡିଆରେ ଏକ ଫଟୋସେୟାର କରିଛନ୍ତି ଏବଂ ଫଟୋ ସହିତ ସେ ଆଗାମୀ ୩ ଜନ୍ମ ପାଇଁ କଣ କରିବାକୁ ଚାହୁଁଛନ୍ତି ସେ ବିଷୟରେ ପ୍ରକାଶ କରିଛନ୍ତି । ଗାଙ୍ଗୁଲି ଭାରତୀୟ ଦଳ ପାଇଁ ଖେଳୁଥିବା ସମୟର
Read More...

ଗଣିଆବ୍ଲକ ପ୍ରଥମଥର ପାଇଁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା

ଦଶପଲ୍ଲା,୧୯/୫- କରୋନା ମହାମାରୀର ଦ୍ୱିତୀୟ ଲହରୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁଦିନ ବଢ଼ିବାରେ ଲାଗିଛି । କରୋନାରେ କିଛି ରୋଗୀ ମୃତ୍ୟୁବରଣ କରିଛନ୍ତି । ସହରାଞ୍ଚଳରେ ଲୋକେ ସରକାରୀ ନିୟମକୁ ମାନୁଥିବା ବେଳେ ଗ୍ରାମାଞ୍ଚଳରେ ମାନୁନଥିବାର ବିଶେଷ ସୂତ୍ରରୁ ଜଣାପଡୁଛି । ଏହିଭଳି
Read More...

ବୌଦ୍ଧଜିଲ୍ଲା: ୨୧୩ କରୋନା ପଜିଟିଭ ଚିହ୍ନଟ, ଖଟଖଟିଆରୁ ସର୍ବାଧିକ ୩୨

ବୌଦ୍ଧ,୧୯/୫- ଆଜି ବୌଦ୍ଧ ଜିଲ୍ଲାରେ ପୁଣି ୨୧୩ ଜଣ ନୂତନ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକ ମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ ହୋଇଥିବା
Read More...

ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଅକ୍ସିଜେନ କନସେଣ୍ଟ୍ରେଟର ଯନ୍ତ୍ର ପାଇଁ ୨୫ଲକ୍ଷ ଟଙ୍କା ଦେଲେ ଗଜପତି ପ୍ରଶାସନକୁ

ଗଜପତି,୧୯/୫- ଗଜପତି ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଅଧିକାଂଶ ରୋଗୀଙ୍କ କ୍ଷେତ୍ରରେ ଅମ୍ଳଜାନର ଅଭାବ ଦେଖାଦେଉଛି । ତେଣୁ ଏହାର ସମାଧାନ ନିମନ୍ତେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ସହାୟତାର ହାତ ବଢାଇଛନ୍ତି । ଜିଲ୍ଲାପାଇଁ ଆବଶ୍ୟକୀୟ
Read More...

ପାନୀୟ ଜଳ ପାଇଁ ଲୋକେ ହନ୍ତସନ୍ତ, ମରାମତି ଦାବି

ବୌଦ୍ଧ,୧୯/୫- ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ୍‌ ବରଗୋଛା ଗ୍ରାମପଞ୍ଚାୟତ ଖଜରୋଜ୍‌ ଗ୍ରାମର ଉପରସାହି ବାସିନ୍ଦା ପିଇବା ପାଣି ପାଇଁ ୧୫ ଦିନ ହେଲା ହନ୍ତସନ୍ତ ହେଉଥିବା ବେଳେ ଗ୍ରାମପଞ୍ଚାୟତ କର୍ତ୍ତୃପକ୍ଷଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନଥିବା ସାହିବାସୀ ଅଭିଯୋଗ କରିଛନ୍ତି । ମିଳିଥିବା
Read More...

ଗୋଟିଏକୁ ଛାଡି ଜିଲ୍ଲାର ସମସ୍ତ ଗ୍ରାମ ପଞ୍ଚାୟତ କରୋନା ସଂକ୍ରମିତ

ବୌଦ୍ଧ,୧୯/୫- କରୋନାର ଦ୍ୱିତୀୟ ଲହର୍‌ ବୌଦ୍ଧଜିଲ୍ଲାରେ ତାର କାୟାବିସ୍ତାର କରିଚାଲିଛି । ଜିଲ୍ଲାର ୬୯ ଗୋଟି ଗ୍ରାମ ପଞ୍ଚାୟତ ମଧ୍ୟରୁ ୬୮ ଗ୍ରାମ ପଞ୍ଚାୟତ କରୋନା କବଳିତ ହୋଇ ସାରିଥିବାବେଳେ କେବଳ ଗୋଟିଏ ମାତ୍ର ଗ୍ରାମ ପଞ୍ଚାୟତ ଟିକରପଡା ଏ ବ୍ୟାଧି କବଳରୁ ସୁରକ୍ଷିତ ରହିଛି । ପୂର୍ବ
Read More...

ଅସହାୟ ବିଧବା କେବେ ହେବେ ସରକାରୀ ଯୋଜନାର ହିତାଧିକାରୀ ?

ବୌଦ୍ଧ,୧୯/୫- ସରକାର ଅସହାୟ ଗରିବ ଲୋକଙ୍କ ପାଇଁ ମାଳ ମାଳ ଯୋଜନା କରିଥିବାର ଡିଣ୍ଡିମ ପିଟୁଥିବାବେଳେ ବାସ୍ତବ କ୍ଷେତ୍ରରେ ତାହା କିଭଳି ରୂପlୟନ ହେଉଛି ତାର ଚିତ୍ର ଦେଖିବାକୁ ମିଳୁଛି ବୌଦ୍ଧ ବ୍ଲକ୍ ଟିକରପଡା ଗ୍ରାମ ପଞ୍ଚାୟତର କତମସିଂ ଗ୍ରାମରେ l ମାତ୍ର 21 ବର୍ଷ ବୟସରେ ସ୍ୱାମୀଙ୍କୁ
Read More...

ପଶୁପକ୍ଷୀଙ୍କ ପିଇବା ପାଣି ପାଇଁ ଗର୍ତ୍ତ ଖୋଳିଲେ ସ୍ବେଚ୍ଛାସେବୀ

ବୌଦ୍ଧ,୧୮/୫ - ସାରା ଜିଲ୍ଲାରେ କରୋନା ମହାମାରୀ ବର୍ତ୍ତମାନ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ମାନବ ସମାଜ ବଂଚିବା ପାଇଁ ସଂଘର୍ଷ କରୁଥିବା ବେଳେ ପଶୁପକ୍ଷୀମାନେ ମଧ୍ଯ ଖାଦ୍ୟ ,ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ତେଣୁ ବୌଦ୍ଧ ଗର୍ଜନ ସେନା ତରଫରୁ "ପଶୁ ପକ୍ଷୀଙ୍କ ପାଇଁ କିଛି
Read More...

ହରଭଙ୍ଗା ବ୍ଲକରେ ରାଜସ୍ବ ରଥର ଶୁଭାରମ୍ଭ

ହରଭଙ୍ଗା,୧୮/୫- ବୌଦ୍ଧଜିଲ୍ଲା ହରଭଙ୍ଗା ତହସିଲ୍ ରେ ମଙ୍ଗଳବାର ଦିନ ବିଡିଓ ନିଳକଣ୍ଠ ବେହେରା ଓ ତହସିଲଦାର ଶମ୍ବୁ ପ୍ରସାଦ୍ ମିଶ୍ରଙ୍କ ଉପସ୍ଥିତିରେ ରାଜସ୍ବ ରଥର ଶୁଭାରମ୍ଭ ହୋଇଯାଇଛି। ଏହି ଶୁଭାରମ୍ଭ ଅବସରରେ ପୂର୍ବରୁ ହୋଇଥିବା ଅଭିଯୋଗ ଶୁଣାଣିରେ ଭୁମିହୀନ ମାନଙ୍କୁ ମାଗଣାରେ ଜମିପଟ୍ଟା
Read More...