କେବଳ କାଗଜ ପତ୍ରରେ କଣ୍ଟେନମେଣ୍ଟ, ସବୁଠି ଖୋଲା ମେଲା

ବୌଦ୍ଧ,୩/୫ - ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ପ୍ରଶାସନ ପକ୍ଷରୁ କିଛି ଦିନ ହେଲା କରୋନା ପ୍ରଭାବିତ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛି | ଜିଲ୍ଲାପାଳଙ୍କ ଦ୍ବାରା କଣ୍ଟେନମେଣ୍ଟ ଜୋନ ଘୋଷିତ ହେବା ପରେ ସ୍ଥାନୀୟ ପ୍ରଶାସନ
Read More...

ନାବାଳିକା ଦୁଷ୍କର୍ମ ମାମଲାରେ ୩ ଅଭିଯୁକ୍ତ ଗିରଫ, ଜଣେ ଫେରାର

ଫୁଲବାଣୀ,୨/୫: ଗତ ୨୮ ତାରିଖ ରାତିରେ ଜଣେ ନାବାଳିକା ଜଣଙ୍କ ବିବାହ ଭୋଜିରୁ ଫେରିବା ସମୟରେ ତିନିଜଣ ବ୍ୟକ୍ତି ମୋଟର ସାଇକେଲରେ ଭ୍ରୁଙ୍ଗିଜୋଡି ଗ୍ରାମ ନିକଟସ୍ଥ ଜଙ୍ଗଲକୁ ଅପହରଣ କରିନେଇ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ । କିଛି ସମୟ ପରେ ଅନ୍ୟ ଜଣେ ଯୁବକ ମଧ୍ୟ ଘଟଣାସ୍ଥଳକୁ ଆସି
Read More...

ଏସବିଆଇ କ୍ୟାସ୍‌ ଗାଡିର ତାଲା ଭାଙ୍ଗି ଟଙ୍କା ନେବାଲାଗି ଉଦ୍ୟମ

ଫୁଲବାଣୀ,୨/୫: କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ପିଅନପଡାର ଗୁଡିପିଟାସାହିରେ ଗତ ବିଳମ୍ବିତ ରାତିରେ ଏସବିଆଇ କ୍ୟାସ୍‌ ଗାଡିର ତାଲା ଭାଙ୍ଗି ଟଙ୍କା ନେବାଲାଗି ଉଦ୍ୟମ କରିଥିଲେ କିଛି ଦୁବୃର୍ତ୍ତ । ତାଲା ନଭାଙ୍ଗିବାରୁ ଏସବିଆଇ କ୍ୟାସ୍‌ଗାଡିକୁ ନିଆଁଲଗେଇ ପୋଡ଼ିବା ସହିତ ନିକଟରେ ଥିବା ଏକ
Read More...

ପଥପ୍ରାନ୍ତ ବନୀକରଣ ଯୋଜନା ଦିଗହରା

ବୌଦ୍ଧ/ଜହ୍ନାପଙ୍କ,୨/୫- ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଦ୍ୱାରା ଗ୍ରାମାଞ୍ଚଳରେ ବନୀକରଣ ଯୋଜନା ଆରମ୍ଭକରି ସବୁଜ ସୁନ୍ଦର କରିବାକୁ ପ୍ରୟାସ କରାଯାଇଛି । କିନ୍ତୁ ସୁନ୍ଦର ଯୋଜନାକୁ ପ୍ରଣୟନ ପରେ ଯୋଜନା ଦିଗହରା ହେଉଥିବା ଲକ୍ଷ୍ୟ କରାଯାଇଛି । ଏମ୍‌ ଜି ଏନ
Read More...

ବର୍ଷେହେଲା ଅଚଳ ହୋଇ ପଡ଼ିଛି ବିଶୁଦ୍ଧ ଥଣ୍ଡା ପାନୀୟଜଳ ପ୍ରକଳ୍ପ

ବୌଦ୍ଧ/ଜହ୍ନାପଙ୍କ,୨/୫- ରାଜ୍ୟ ସରକାର ପଥଚାରୀଙ୍କ ସୁବିଧାପାଇଁ ଛକ ବା ବସଷ୍ଟାଣ୍ଡ ନିକଟରେ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ପାଇଁ ପଞ୍ଚାୟତକୁ ଲକ୍ଷ ଲକ୍ଷ ଟଙ୍କା ଅନୁଦାନ ଦେଉଛନ୍ତି ହେଲେ ଏହି ଅନୁଦାନ ଅର୍ଥକୁ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ କେଉଁଠି ଏହି
Read More...

ବୌଦ୍ଧ : ଜିଲ୍ଲାର ନୂତନ 13 ଗୋଟି ଅଞ୍ଚଳ କଣ୍ଟେନମେଣ୍ଟ ଜୋନ ଘୋଷିତ

ବୌଦ୍ଧ,୨/୫ - ସ୍ଥାନୀୟ ଅଞ୍ଚଳରେ ଅନେକ କରୋନା ଆକ୍ରାନ୍ତ ଚିନ୍ହଟ ହେବା ପରେ ଗତକାଲି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ବୌଦ୍ଧ ଜିଲ୍ଲାର ବିଭିନ୍ନ ବ୍ଲକ ଓ ସହରାଞ୍ଚଳର 13 ଗୋଟି ଅଞ୍ଚଳକୁ ନୂତନ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଥିବାର ଜଣାପଡ଼ିଛି l ମିଳିଥିବା ସୂଚନା
Read More...

ବୌଦ୍ଧଜିଲ୍ଲା: ଚଳିତବର୍ଷର ରେକର୍ଡ ସଂଖ୍ୟକ ୧୦୩ କରୋନା ଆକ୍ରାନ୍ତ ଚିହ୍ନଟ

ବୌଦ୍ଧ,୨/୫ : ଆଜି ବୌଦ୍ଧ ଜିଲ୍ଲାରେ ଚଳିତ ବର୍ଷର ରେକର୍ଡ ସଂଖ୍ୟକ ୧୦୩ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜିର ୧୦୩ କରୋନା ପଜିଟିଭ ସଂଖ୍ୟାକୁ ମିଶାଇଲେ ଆଜିସୁଦ୍ଧା ବୌଦ୍ଧ ଜିଲ୍ଲାରେ ମୋଟ୍‌ ୩୫୯୮ ଜଣ ଆକ୍ରାନ୍ତ ହୋଇ
Read More...

ରାଜ୍ୟରେ ଲାଗୁ ହେଲା ଲକଡାଉନ

ଭୁବନେଶ୍ୱର : ଆସନ୍ତା ୫ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଲକଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏ ସମ୍ପର୍କରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଟ୍ବିଟ କରି ସୂଚନା ଦେଇଛନ୍ତି । ଏହି ସମୟରେ ସକାଳ ୬ଟାରୁ ୧୨ ଟା ପର୍ଯ୍ୟନ୍ତ ଚାଲିଚାଲି ପରିବା କିଣି ଯାଇପାରିବେ ।
Read More...

ପୂର୍ବତନ ସମିତି ସଭ୍ୟାଙ୍କ ପରଲୋକ

ବୌଦ୍ଧ/ବାଉଁଶୁଣୀ,୨/୫- ବୌଦ୍ଧ ବ୍ଲକ୍ ବାଉଁଶୁଣୀ ଗ୍ରାମ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟା ସୁଦେବୀ ଦନାୟକ (୮୮) ଙ୍କ ଶନିବାର ଅପରାନ୍ହ ୪ଘଣ୍ଟା ସମୟରେ ବାଉଁଶୁଣୀ ଗ୍ରାମ ପଞ୍ଚାୟତ ବୈଦ୍ୟନାଥପୁର୍ ଠାରେ ଥିବା ନିଜ ବାସଭବନରେ ପରଲୋକ ଗମନ କରିଛନ୍ତି | ସେ ଦୀର୍ଘଦିନ ହେଲା ଶଯ୍ୟାଶାୟୀ
Read More...

ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ସାମନ୍ତରାୟଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି

ବୌଦ୍ଧ,୧/୫- ଓଡିଶାର ବରିଷ୍ଠ ସାମ୍ବାଦିକ ତଥା ଦୈନିକ ସମ୍ବାଦର ସମ୍ବଲପୁର ସଂସ୍କରଣର ଉପମହାପ୍ରବନ୍ଧକ ଦେବେନ୍ଦ୍ର ସାମନ୍ତରାୟଙ୍କ ବିୟୋଗରେ ‘ହୀରାଞ୍ଚଳ’ ପରିବାର ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ହୀରାଞ୍ଚଳର ସମ୍ପାଦକ ଯୁଗଳ କିଶୋର ସାମଲ ନିଜ ଶୋକ
Read More...