କିସ୍‌ ପ୍ରତିଷ୍ଠାତା ଡ଼.ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ଏକାଦଶ ପର୍ଯ୍ୟାୟ ବିଭିନ୍ନ ସାମଗ୍ରୀ ପ୍ରଦାନ

ପାଟଣାଗଡ,୨୫/୪- ସମଗ୍ର ବିଶ୍ୱରେ ଦ୍ୱିତୀୟ ଲହର କରୋନା ଜନିତ କଟକଣା ସମୟରେ ସମ୍ପୂର୍ଣ୍ଣ ନିଃଶୁଳ୍କ ଗୁଣାତ୍ମକ ଶିକ୍ଷାବ୍ୟବସ୍ଥାକୁ ସୁଦୃଢ କରିବାପାଇଁ କିସ୍‌କିଟ୍‌ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ତଥା ରାଷ୍ଟ୍ରୀୟ କନ୍ୟା କିରଣର ପ୍ରତିଷ୍ଠାତା , ଅନ୍ତର୍ଜାତୀୟ ଆର୍ଟ ଅଫ ଗିଭିଙ୍ଗର
Read More...

ଜହ୍ନାପଙ୍କରେ ଫେଲ୍‌ ମାରିଛି ପାନୀୟଜଳ ପ୍ରକଳ୍ପ: ସକାଳ ପାହିଲେ ପାଣି ଚିନ୍ତା:୨ କିମି ଦୂରରୁ ଆସୁଛି ଖାଇବା ପାଣି

ଜହ୍ନାପଙ୍କ,୨୫/୪- ରାଜ୍ୟ ସରକାର ପ୍ରତି ଗାଁକୁ ବିଶୁଦ୍ଧ ପାନୀୟଜଳ ଯୋଗାଣ ପାଇଁ ସ୍ୱଜଳଧାରା, ଜଳଧାରା ଓ ବସୁଧା ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ପାଣି ବୁହାଇଲା ପରି ଖର୍ଚ୍ଚ କରୁଥିବାବେଳେ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନ ଯୋଗୁଁ କେଉଁଠି ମାସେ ଦୁଇ ମାସ ଚାଲିଲା ପରେ ପ୍ରକଳ୍ପ ବନ୍ଦ ହେଇଛି
Read More...

ସୁବର୍ଣ୍ଣପୁର ଜିଲ୍ଲାରେ ଦ୍ୱିତୀୟ ଦିନରେ ସଟ୍ ଡାଉନର ପ୍ରଭାବ

ସୁବର୍ଣ୍ଣପୁର୨୫/୪- ସୁବର୍ଣ୍ଣପୁର ଜିଲ୍ଲାରେ ଗତକାଲି ଠାରୁ ଆରମ୍ଭ ହୋଇଥିବା ସପ୍ତାହନ୍ତ ସଟ୍ ଡାଉନ୍ ର ଆଜି ଦ୍ବିତୀୟ ଦିନରେ ମଧ୍ୟ ପୋଲିସ ପକ୍ଷରୁ କଡାକଡି ଯାଂଚ କରାଯାଉଛି । ସୁବର୍ଣ୍ଣପୁର,ବିନିକା ଓ ତରଭା ସହରର ବିଭିନ୍ନ ଛକ ଏବଂ ପ୍ରବେଶ ଦ୍ବାରରେ ପୋଲିସ ମୁତୟନ ହୋଇ ତନଖି କରୁଛି ।
Read More...

ଜାଡେଜାଙ୍କ ବିସ୍ଫୋରଣ, ଗୋଟିଏ ଓଭରରେ କଲେ ୩୭ ରନ

ମୁମ୍ବାଇ : ଆଜି ଅନୁଷ୍ଠିତ ଆଇପିଏଲର ଏକ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍‌ସ ପ୍ରଥମ ଇନିଂସରେ ୧୯୧/୪ ରନ କରିଛି । ଏହି ମ୍ୟାଚରେ ରବିନ୍ଦ୍ର ଜାଡେଜା ୨୮ ବଲରେ ୬୨ ରନ କରି ଦଳକୁ ଏହି ମଜଭୁତ ସ୍ଥିତିରେ ପହଞ୍ଚାଇଥିଲେ । ଶେଷ ଓଭରରେ ରବିନ୍ଦ୍ର ଜାଡେଜା ୩୭ ରନ କରି ମ୍ୟାଚର ରୂପ ବଦଳାଇ ଦେଇଥିଲେ
Read More...

ଆଇଇଏସ ବିରଞ୍ଚି ନନ୍ଦଙ୍କ ପରଲୋକ

ଭୁବନେଶ୍ୱର: କରୋନା ଆକ୍ରାନ୍ତ ଆଇଇଏସ ଡକ୍ଟର ବିରଞ୍ଚି ନାରାୟଣ ନନ୍ଦ(୬୧)ଙ୍କର ଦିଲ୍ଲୀରେ ଆଜି ସକାଳ ୭ଟାରେ ପରଲୋକ ହୋଇଛି । ଗତବର୍ଷ ଭାରତ ସରକାରଙ୍କ ଶ୍ରମ ମନ୍ତ୍ରାଳୟର ସଚିବ ପଦରୁ ଅବସର ନେଇଥିଲେ ଡ. ନନ୍ଦ । ଯାଜପୁରରେ ଜନ୍ମିତ ଡକ୍ଟର ନନ୍ଦ ଅବସର ନେଲାପରେ “ଓଡିଶା ସ୍ୱାଭିମାନ ପରିଷଦ”
Read More...

ଏଣିକି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହେବ ଅକ୍ସିଜେନ ପ୍ଲାଣ୍ଟ

ନୂଆଦିଲ୍ଲୀ: ଏଣିକି ଦେଶର ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରତିଷ୍ଠା ହେବ ଅକ୍ସିଜେନ ପ୍ଲାଣ୍ଟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି । ଦେଶରେ ଅକ୍ସିଜେନର ଅଭାବକୁ ଦେଖି ପ୍ରଧାନମନ୍ତ୍ରୀ ଏଭଳିି ବଡ଼ ପଦକ୍ଷେପ ନେଇଛନ୍ତି । ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର
Read More...

ମନ୍ଦିର ବନ୍ଦ ରହିଲେ ବି ମିଳିବ ମହାପ୍ରସାଦ

ପୁରୀ : ଭକ୍ତମାନଙ୍କ ପାଇଁ ଏକ ଖୁସୀ ଖବର । କରୋନା ସଂକ୍ରମଣ ଯୋଗୁ ଶ୍ରୀମନ୍ଦିର ବନ୍ଦ ରହିଲେ ବି ଭକ୍ତମାନେ ମହାପ୍ରସାଦ ପାଇପାରିବେ ।ସୁଆର ମହାସୁଆର ନିଯୋଗର ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ ଆଜି ଏହା ଜଣାଇଛନ୍ତି । ସଂକ୍ରମଣ ବଢୁଥିବାରୁ ମେ ୧୫ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିର ବନ୍ଦ
Read More...

ପ୍ରେରଣାର ଉତ୍ସ : ୭୭ ବର୍ଷ ବୟସରେ ବି ମାସକୁ ୩ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଏହି ମହିଳା

ଅହମଦାବାଦ : ଦୃଢ ସଂକଳ୍ପ, ନିଷ୍ଠା ଓ ସକରାତ୍ମକ ବିଚାରଧାରା ଥିଲେ କୌଣସି କାର୍ଯ୍ୟ ଅସାଧ୍ୟ ହେବନି । ବୟସ ବି ତା ପାଖରେ ହାର ମାନିବ । ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଉର୍ମିଲା ଜମୁନାଦାସ । ପ୍ରେରଣାର ଉତ୍ସ ପାଲଟିଛନ୍ତି ଏହି ୭୭ ବର୍ଷିୟ ମହିଳା । ୭୭ ବର୍ଷ ବୟସରେ ବି ତାଙ୍କଠାରେ ଯେଉଁ
Read More...

ଧର୍ମେନ୍ଦ୍ରଙ୍କ ସଂପର୍କରେ ଏଭଳି ଖୁଲାସା କଲେ ଜୟାପ୍ରଦା, ରିଲ୍‌ ରୋମାନ୍ସ ବେଳେ ଝାଳେଇ ଯାଉଥିଲେ

ଭେଟେରାନ୍‌ ଅଭିନେତ୍ରୀ ଜୟା ପ୍ରଦା ଟିଭି ରିଅଲିଟି ଗୀତ ଶୋ 'ଇଣ୍ଡିଆନ୍‌ ଆଇଡଲ୍‌ ୧୨'ର ଶେଷ ଏପିସୋଡରେ ଏକ ବିଶେଷ ଅତିଥି ଭାବରେ ଯୋଗଦେଇଥିଲେ । ଶୋ’ର ଏହି ଏପିସୋଡରେ ସେ ବିଚାରପତି ବିଶାଲ ଦାଦଲାନି, ହିମେଶ ରେଶମିଆ, ହୋଷ୍ଟ ଜୟ ଭାନୁଶାଲି ଏବଂ ସମସ୍ତ ପ୍ରତିଯୋଗୀଙ୍କ ସହ ଥଟ୍ଟା କରିଥିଲେ ।
Read More...