୪ ବର୍ଷର ଡି.ଏ ଓ ଇନକ୍ରିମେଣ୍ଟ ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ବୌଦ୍ଧ,୨୪/୪ - ବୌଦ୍ଧଜିଲ୍ଲାରେ ଲେଭେଲ୍‌ ୫ ଏକ୍ସ କେଡର ଶିକ୍ଷକମାନେ ଚାରିବର୍ଷ ତଳେ ରେଗୁଲାର୍‌ ହୋଇ ମଧ୍ୟ ଆଜିପର୍ଯ୍ୟନ୍ତ ସେମାନଙ୍କ ଡି. ଏ. ଓ ଇନକ୍ରିମେଣ୍ଟ ପାଇନଥିବା ଅଭିଯୋଗ କରି ଶୁକ୍ରବାର ଦିନ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବା ଦେଖିବାକୁ ମିଳିଥିଲା । ମିଳିଥିବା ସୂଚନା ଅନୁଯାୟୀ
Read More...

ବୌଦ୍ଧ: ଆଜି ଜିଲ୍ଲାରୁ ୩୯ କରୋନା ପଜିଟିଭ ଚିହ୍ନଟ, ଏନ.ଏ.ସି.ରୁ ୨୨

ବୌଦ୍ଧ,୨୪/୪ - ଆଜି ବୌଦ୍ଧ ଜିଲ୍ଲାରେ ପୁଣି ୩୯ ଜଣ ନୂତନ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେହି ୩୯ ମଧ୍ୟରୁ ବୌଦ୍ଧ ସହରାଞ୍ଚଳରୁହିଁ ୨୨ ଜଣ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଆଜିର ନୂତନ ୩୯ କରୋନା ଆକ୍ରାନ୍ତଙ୍କୁ
Read More...

କାର୍ଯ୍ୟରେ ଅବହେଳା କରି ଫସିଲେ ଘଣ୍ଟାପଡା ରାଜସ୍ୱ ନୀରିକ୍ଷକ

ବୌଦ୍ଧ,୨୪/୪ - ଚଳିତ ରବି ଋତୁରେ ଚାଷୀ ଧାନ ପଂଜିକରଣ କାର୍ଯ୍ୟରେ ଆବଶ୍ୟକ ରିପୋର୍ଟ ପ୍ରଦାନ କରିବାରେ ଅବହେଳା ପ୍ରଦର୍ଶନ କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର କଣ୍ଟାମାଳ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି l
Read More...

ସାପ କାମୁଡ଼ାରେ ବୃଦ୍ଧାଙ୍କ ମୃତ୍ୟୁ

ବୌଦ୍ଧ,୨୪/୪- ଗତକାଲି ବିଳମ୍ବିତ ରାତିରେ ହରଭଙ୍ଗା ବ୍ଲକ କୁଶଙ୍ଗ ଗ୍ରାମରେ ବିଷଧର ସାପ କାମୁଡ଼ାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ହରଭଙ୍ଗା ବ୍ଲକ କୁଶଙ୍ଗ ଗ୍ରାମ ଦଳୁଆ ସାହିର ଗୌରୀ ଜେନା (60) ରାତିରେ ଖାଇ ପିଇ ଶୋଇ ଥିବା ବେଳେ ରାତି
Read More...

ପ୍ରସ୍ତାବିତ ନନ୍ଦନବନକୁ ରାଜ୍ୟ ପରିବେଶ ପାର୍କ ଭାବେ ଗଢିବା ପାଇଁ ପ୍ରସ୍ତୁତି ବୈଠକ

ବୌଦ୍ଧ,୨୩/୪- ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ରାଜ୍ୟ ପରିବେଶ ଉଦ୍ୟାନ (ନନ୍ଦନ ବନ) ବୌଦ୍ଧରେ ପ୍ରତିଷ୍ଠା ସମ୍ବନ୍ଧରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ର୍ରରେ ବନଖଣ୍ଡ ଅଧିକାରୀ ତଥା ସଂପାଦକ
Read More...

ପ୍ରସ୍ତାବିତ ନନ୍ଦନବନକୁ ରାଜ୍ୟ ପରିବେଶ ପାର୍କ ଭାବେ ଗଢିବା ପାଇଁ ପ୍ରସ୍ତୁତି ବୈଠକ

ବୌଦ୍ଧ,୨୩/୪- ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ରାଜ୍ୟ ପ୍ରକଳ୍ପିତ ପରିବେଶ ଉଦ୍ୟାନ (ନନ୍ଦନ ବନ) ବୌଦ୍ଧରେ ପ୍ରତିଷ୍ଠା ସମ୍ବନ୍ଧରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ର୍ରରେ ବନଖଣ୍ଡ ଅଧିକାରୀ ତଥା
Read More...

ବେଦାନ୍ତ ପକ୍ଷରୁ ଏମ୍‌ଏସ୍‌ଏମ୍‌ଇର ବିକାଶ ପାଇଁ ‘ସାଥି’ କାର୍ଯ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ୱର : ଭାରତର ବୃହତମ ମେଟାଲ ଏବଂ ଅଏଲ୍‌- ଗ୍ୟାସ୍ ଉତ୍ପାଦନକାରୀ କମ୍ପାନୀ ବେଦାନ୍ତ ପକ୍ଷରୁ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)ର ବିକାଶ ପାଇଁ ‘ବେଦାନ୍ତ ସାଥି’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଭାରତ ସରକାରଙ୍କ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ତଥା ସଡ଼କ ପରିବହନ
Read More...

ରାସ୍ତାରେ ବୋହୁଛି ଡ୍ରେନପାଣି, ହେଉନାହିଁ ଡ୍ରେନ ପୁନଃରୁଦ୍ଧାର

ବୌଦ୍ଧ,୨୩/୪- ବୌଦ୍ଧବ୍ଲକ୍‌ ଅଁଳାପାଲି ଗ୍ରାମରେ ଲୋକଙ୍କ ଘରର ଆବର୍ଜନା ପାଣି ରାସ୍ତାଉପରେ ପ୍ରବାହିତ ହେଉଥିବାବେଳେ ରାସ୍ତାରେ ଜମିରହି ଗନ୍ଧମୟ ପରିବେଶ ସୃଷ୍ଟି କରୁଛି । ଗାଆଁର ଦାଣ୍ଡରେ ପାଦରେ ଚାଲି ଚାଲି ଗଲେ ଲୋକେ ଆବର୍ଜନା ପାଣି ମାଡିମାଡି ଯାଉଥିବା ଦେଖିବାକୁ ମିଳୁଛି । ଲୋକେ
Read More...

ପିଇବାପାଣି ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ସୀମାନ୍ତ ଅଞ୍ଚଳବାସୀ

ବୌଦ୍ଧ,୨୩/୪- ସମସ୍ତଙ୍କୁ ପିଇବା ପାଣି ଯୋଗାଇଦେବାକୁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପିଇବା ପାଣି ପାଇଁ ଜିଲ୍ଲାର ସୀମାନ୍ତ ବଦଲା କଲୋନିସାହି ଓ ବାରିଙ୍ଗବାସୀ । ବଦଲା କଲୋନିସାହିରେ ଥିବା ଦୁଇଟି ନଳକୂପ ଓ ବାରିଙ୍ଗ ହାଡିସାହିରେ ଥିବା ଗୋଟିଏ ନଳକୂଅ ଗତ ଦୁଇମାସ ହେଲା ଅଚଳ
Read More...

ବିପଦଶଙ୍କୁଳ ଅବସ୍ଥାରେ ଟ୍ରାନ୍ସଫର୍ମର, ବିଦ୍ୟୁତ ବିଭାଗ ନିରବ !

ବୌଦ୍ଧ,୨୩/୪- କଣ୍ଟାମାଳ ବ୍ଲକ ଦପଲା ଗ୍ରାମର ଜନଗହଳିପୁର୍ଣ୍ଣ ଅଂଚଳରେ ଥିବା ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ବହୁଦିନ ହେଲା ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ଯେଉଁ ଲୁହା ଖମ୍ବ ଉପରେ ଟ୍ରାନ୍ସଫର୍ମର ବସାଯାଇଛି ତାହା ଗୋଟିଏ କଡକୁ ଢଳି ରହିଥିବା ଦେଖିବାକୁ ମିଳିଛି । କେତେବେଳେ ଯେ ତାହା
Read More...