Sign in
Sign in
Recover your password.
A password will be e-mailed to you.
କେରଳ ଛୁଇଁଲା ମୌସୁମୀ
ନୂଆଦିଲ୍ଲୀ : ଆଇଏମଡି ଯାହା ପୂର୍ବାନୁମାନ କରିଥିଲା ତାହା ସତ ହୋଇଛି । ଗୁରୁବାର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଛି । କେରଳର ଦକ୍ଷିଣାଞ୍ଚଳକୁ ମୌସୁମୀ ଛୁଇଁଥିବା ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି । ମୌସୁମୀ ଆଜି କେରଳ ଛୁଇଁବ ବୋଲି ଆଇଏମଡି ପୂର୍ବାନୁମାନ କରିଥିଲା । ତେବେ!-->…
Read More...
Read More...
ଲର୍ଡ୍ସରେ ଡେବ୍ୟୁ ମ୍ୟାଚରେ ଶତକ ଅର୍ଜନ କରି ଇତିହାସ ରଚିଲେ ଏହି କ୍ରିକେଟର
ଲର୍ଡ୍ସ : ନ୍ୟୁଜିଲାଣ୍ଡର ଓପନିଂ ବ୍ୟାଟସମ୍ୟାନ ଡେଓ୍ଵନ କନଓ୍ଵେ ବୁଧବାର ଇତିହାସ ରଚିଛନ୍ତି। ନିଜର ପଦାର୍ପଣ ମ୍ୟାଚ୍ରେ ସେ ଦମଦାର ଶତକ ଅର୍ଜନ କରିଛନ୍ତି। ଲର୍ଡ୍ସରେ ଏମିତି କମାଲ କରିବାରେ କନଓ୍ଵେ ଦୁନିଆର ଷଷ୍ଠ ବ୍ୟାଟସମ୍ୟାନ ହୋଇଛନ୍ତି। ଏଥିସହ ପଦାର୍ପଣ ମ୍ୟାଚ୍ରେ ଶତକ ଅର୍ଜନ!-->…
Read More...
Read More...
ନୀତି ଆୟୋଗ ଜାରି କଲା ୨୦୨୦-୨୧ ଏସ୍ଡିଜି ରିପୋର୍ଟ : ପୁଣି କେରଳ ଶୀର୍ଷରେ, ପଛରେ ବିହାର
ନୂଆଦିଲ୍ଲୀ : ନୀତି ଆୟୋଗ ସ୍ଥାୟୀ ବିକାଶ ଲକ୍ଷ୍ୟ ଏସ୍ଡିଜି ଇଣ୍ଡିଆ ଇଣ୍ଡେକ୍ସ ଏବଂ ଡ୍ୟାସବୋର୍ଡ ୨୦୨୦-୨୧ ର ତୃତୀୟ ସଂସ୍କରଣ ପ୍ରକାଶ ପାଇଛି । ଏହି ରିପୋର୍ଟ ଅନୁଯାୟୀ, କେରଳ ପୁଣି ଥରେ ଏଥିରେ ଏକ ନମ୍ବର ସ୍ଥାନ ଅଧିକାର କରିଛି । ସେହିପରି ବିହାର ପୂର୍ବ ପରି ଏହି ତାଲିକାର ତଳେ ରହିଛି!-->…
Read More...
Read More...
ମୀନାକ୍ଷୀ ଦେବୀଙ୍କ ବିୟୋଗରେ ବୌଦ୍ଧ ଉତ୍କଳ ସାହିତ୍ୟ ସମାଜର ଶୋକ
ବୌଦ୍ଧ,୩/୬ - ଓଡିଶାର ସର୍ବପ୍ରାଚୀନ ସାହିତ୍ୟ ଅନୁଷ୍ଠାନ ଉତ୍କଳ ସାହିତ୍ୟ ସମାଜର ସାଧାରଣ ସମ୍ପାଦକ ମିନାକ୍ଷୀ ଦେବୀ ଗତକାଲି ୬୭ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି । ତାଙ୍କର ବିୟୋଗରେ ଉତ୍କଳ ସାହିତ୍ୟ ସମାଜ, ବୌଦ୍ଧ ଜିଲ୍ଲା ଶାଖାର ଆବାହକ ନୀଳଲୋହିତ ମହାପାତ୍ର, ସଂଯୋଜକ ସତ୍ୟଜିତ କୁମାର!-->…
Read More...
Read More...
କୋଭିଡ ଆକ୍ରାନ୍ତ ବୃଦ୍ଧଙ୍କ ମୃତ୍ୟୁ
ବୌଦ୍ଧ,୩/୬ - ବୌଦ୍ଧବ୍ଲକ୍ ବଘିଆପଡା ଗ୍ରାମର କୃଷ୍ଣଚନ୍ଦ୍ର ନାଏକ (୭୦) ଙ୍କ ଗତକାଲି ରାତି ପ୍ରାୟ ୮ ଘଣ୍ଟା ସମୟରେ ବୌଦ୍ଧ କୋଭିଡ୍ ହସପିଟାଲରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ କୃଷ୍ଣଚନ୍ଦ୍ର ଗତ ୩୧ ତାରିଖରେ ଅସୁସ୍ଥ ହେବାରୁ ରାତିରେ ତାଙ୍କୁ ବୌଦ୍ଧ!-->…
Read More...
Read More...
ଯୁବ ସମାଜସେବୀ ଇଂ ରାକେଶ ତ୍ରିପାଠୀଙ୍କ କୋଭିଡ ସଚେତନତାକୁ ପ୍ରଶଂସା
ବୌଦ୍ଧ,୩/୬– ବୌଦ୍ଧର ବାଉଁଶୁଣୀ ଓ ଆଖପାଖ ଅଞ୍ଚଳରେ ଲୋକଙ୍କୁ କୋଭିଡ ପରୀକ୍ଷଣ ପାଇଁ ସଚେତନ କରିବାସହ ଆବଶ୍ୟକ ପରାମର୍ଶ ଯୋଗାଇ ଦେଉଛନ୍ତି ସମାଜସେବୀ ଇଂ ରାକେଶ ତ୍ରିପାଠୀ । ତାଙ୍କ ନେତୃତ୍ୱରେ ବାଉଁଶୁଣୀ ଯୁବ ସ୍ୱେଚ୍ଛାସେବୀମାନେ ମଧ୍ୟ ସହଯୋଗର ହାତବଢାଇ ଘରକୁ ଘର ଯାଇ କରୋନା ପୀଡିତଙ୍କୁ!-->…
Read More...
Read More...
ବୌଦ୍ଧଜିଲ୍ଲା: ଆଜି ୧୭୯ କରୋନା ପଜିଟିଭ ଚିହ୍ନଟ, କରଞ୍ଜକଟା ଗ୍ରାମରୁ ସର୍ବାଧିକ ୩୫
ବୌଦ୍ଧ,୩/୬- ଆଜି ବୌଦ୍ଧ ଜିଲ୍ଲାରେ ପୁଣି ୧୭୯ ଜଣ ନୂତନ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ ରୀତାକାନ୍ତି ବଲିଆର ସିଂଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ!-->…
Read More...
Read More...