ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଗଜପତିର ଅଦ୍ୟାଶାଙ୍କ କୃତିତ୍ୱ

ଗଜପତି,୧୨/୫- ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟର ଦଶମଶ୍ରେଣୀ ଛାତ୍ରୀ ନିଜର ଶ୍ରେଷ୍ଠ ଜ୍ଞାନର ପରିଚୟ ଦେଇଛନ୍ତି । ନିକଟରେ ଆଇ.ଏ.ଏ.ସି ୨୦୨୧ ଦ୍ୱାରା ଆୟୋଜିତ ବିଶ୍ୱସ୍ତରୀୟ ଆଷ୍ଟ୍‌ରୋନୋମି ଏବଂ ଅଷ୍ଟ୍‌ରୋଫିଜିକ୍ସର ବିଭିନ୍ନ ପ୍ରଶ୍ନ ।ବଳିର ଉତ୍ତରଦେଇ ସଂପୂର୍ଣ୍ଣ ୨୫ ମାର୍କ ରୁ ୨୦ ମାର୍କ
Read More...

ବିଷ୍ଣୁପଦଙ୍କ କାନ୍ଧରେ ସୂଚନା ଓ ଲୋକସମ୍ପର୍କ

ଭୁବନେଶ୍ୱର :ରାଜ୍ୟ ସରକାର ଆଜି ଆଇ ଏ ଏସ ଅଦଳବଦଳ ବେଳେ 1995ବ୍ୟାଚ ର ବରିଷ୍ଠ ଅଧିକାରୀ ବିଷ୍ଣୁପଦ ସେଠିଙ୍କ କାନ୍ଧରେ ଗୁରୁତ୍ୱପୂର୍ଣ ସୂଚନା ଓ ଲୋକସମ୍ପର୍କ ବିଭାଗ ଦାୟିତ୍ୱ ଦେଇଛନ୍ତି । ଆଶା ଶ୍ରୀ ଏ ବିଭାଗରେ ଵିଜ୍ଞାପନ ନୀତିରେ ସୁଧାର ଆଣି କ୍ଷୁଦ୍ର ମଧ୍ୟମ ସମ୍ବାଦ ପତ୍ର ଗୁଡିକର ଦୟନୀୟ
Read More...

ସଞ୍ଜୟ ସିଂ ବିଏମସିର ନୂଆ କମିଶନର

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ଆଇ ଏ ଏସ ସ୍ତରରେ ଅଦଳ ବଦଳ କରିଛନ୍ତି ।ଏହି କ୍ରମରେ ସରକାର ବି ଏମ ସି କମିଶନର ଭାବରେ ପ୍ରେମ ଚୋଧୁରୀଙ୍କୁ ବଦଳାଇ ତାଙ୍କ ସ୍ଥାନରେ ସଞ୍ଜୟ ସିଂଙ୍କୁ ଦାୟିତ୍ୱ ଦେଇଛନ୍ତି ।ବି ଏମ ସି ଅଞ୍ଚଳରେ କରୋନା ଦାୟିତ୍ୱ ସମ୍ଭାଳି ବାରେ ଶ୍ରୀ ଚୌଧୁରୀ ବିଫଳ ହେବା ପରେ
Read More...

ବୌଦ୍ଧ: ଆଜି ଜିଲ୍ଲାର ବିଭିନ୍ନ ଗ୍ରାମରୁ ୧୮୦ କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ,୧୨/୫ - ଆଜି ଜିଲ୍ଲାର ବିଭିନ୍ନ ଗ୍ରାମରୁ ୧୮୦ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂ ଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧବ୍ଲକ ବଢିଗାଁ
Read More...

ଅଧାପନ୍ତରିଆ ରାସ୍ତା କାମ ଯୋଗୁଁ ବଢୁଛି ଦୁର୍ଘଟଣା !

ବୌଦ୍ଧ,୧୨/୫ - ଠିକା ସଂସ୍ଥାର ମନମୁଖୀ ଓ ଅଧାପନ୍ତରିଆ ରାସ୍ତା କାମ ଯୋଗୁଁ ଜନସାଧାରଣଙ୍କ ଯାତାୟତରେ ଘୋର ଅସୁବିଧା ସୃଷ୍ଟି ହେବାସହ ନିୟମିତ ଯାନବାହନ ଦୁର୍ଘଟଣା ଗ୍ରସ୍ତ ହେଉଥିବା ଅଭିଯୋଗ ହେଉଛି | ବୁଟୁପାଲିରୁ ବଘିଆପଡା ପୂର୍ତ୍ତ ବିଭାଗ ରାସ୍ତା ନିର୍ମାଣ କାମ ଦୁଇ ବର୍ଷରୁ ଅଧିକ ସମୟ
Read More...

5 ଲକ୍ଷ ଟଙ୍କାର କାମ ହୋଇ ମଧ୍ୟ ରାସ୍ତାର ଅବସ୍ଥା ବେହାଲ୍ !

ବୌଦ୍ଧ,୧୨/୫- ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ୍ ଖଲିଆପାଲି ଗ୍ରାମ ପଞ୍ଚାୟତ ଘଣ୍ଟପାଲି ଠାରୁ ହାତୀପାଲି ଗ୍ରାମ କୁ ଯାଇଥିବା ରାସ୍ତା ଗତ କିଛି ଦିନ ତଳେ ମରାମତି ହୋଇଥିଲା | ମିଳିଥିବା ସୂଚନା ଅନୁଯାୟୀ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା) ରେ 5 ଲକ୍ଷ ଟଙ୍କାର
Read More...

ନଳକୂପର ଚାନ୍ଦିନୀ ନିର୍ମାଣ ହେବ କେବେ ?

ବୌଦ୍ଧ,୧୨/୫- ହରଭଙ୍ଗା ବ୍ଲକ୍ ବାମଣ୍ଡା ଗ୍ରାମ ପଞ୍ଚାୟତ କୁଲିମୁଣ୍ଡା ଗ୍ରାମରେ ଖନନ ହୋଇଥିବା ଗୋଟିଏ ନଳକୂପର ଦୁଇ ବର୍ଷ ପରେ ମଧ୍ୟ ଚାନ୍ଦିନୀ ନିର୍ମାଣ ହୋଇ ନଥିବା ହେତୁ ଜନସାଧାରଣ ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ କରିଛନ୍ତି | ଗ୍ରାମବାସୀ କିଛି ଛୋଟ ଛୋଟ ପଥର ପକାଇ କାମ
Read More...

ଓଡିଶାକୁ ବାତ୍ୟା ଭୟ ନାହିଁ

ଭୁବନେଶ୍ୱର,୧୧/୫ : ଆସନ୍ତା ୧୩ ତାରିଖରେ ଆରବ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ୧୬ ତାରିଖ ବେଳକୁ ବାତ୍ୟାର ରୂପ ନେବ ତେବେ ଏହାର ପ୍ରଭାବ ବାଙ୍ଗୋପସାଗର ଉପରେ ରହିବ ନାହିଁ ବୋଲି କହିଛନ୍ତି ଆଇ ଏମଡିର ମହା ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର । ଏଣୁ ଓଡିଶା ଉପରେ ବାତ୍ୟା ଭୟ ନାହଁ
Read More...

କୋଭିଡ଼ ହସ୍ପିଟାଲରେ ଅକ୍ସିଜେନ ବ୍ୟବସ୍ଥା ଓ ଅଗ୍ନି ସୁରକ୍ଷା ଉପରେ ସତର୍କ ଦୃଷ୍ଟି ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ…

ଭୁବନେଶ୍ୱର,୧୧/୫- ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କୋଭିଡ ପରିଚାଳନା ସଂପର୍କିତ ବୈଠକରେ ଅଧ୍ୟକ୍ଷତା କରି ରାଜ୍ୟ ପ୍ରଶାସନକୁ ୭ ସୂତ୍ରୀ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୋ ସରକାର କାର୍ଯ୍ୟକ୍ରମରେ କୋଭିଡ ପରିଚାଳନା ସଂପର୍କରେ
Read More...