ମେଡିକାଲରେ ଗରମ ପାଣି ଯୋଗାଇବ ଯୁବ କୁଲତା ସମାଜ
ବଲାଙ୍ଗୀର,୧୨/୫- ବଲାଙ୍ଗୀର ଓ ପଡୋଶୀ ଜିଲ୍ଲା ଲୋକେ ଚିକିତ୍ସା ପାଇଁ ବିବିଏମସିଏଚ ଉପରେ ନିର୍ଭରଶୀଳ । ଏବେକାର ମହାମାରୀ ସମୟରେ ରୋଗୀ ଓ ସଂପର୍କୀୟ ସଂଖ୍ୟା ମଧ୍ୟ ବଢୁଛି । କୋଭିଡ ସଂକ୍ରମିତ ରୋଗୀଙ୍କ ପାଇଁ ଗରମ ପାଣି ଓ ଖରାଦିନରେ ସଂପର୍କୀୟ ଥଣ୍ଡା ପିଇବା ପାଣି ମାଗଣାରେ ଯୋଗାଇବା ପାଇଁ!-->…
Read More...
Read More...