ବଲାଙ୍ଗୀରରେ ଆଜି ରେକର୍ଡ ସଂଖ୍ୟକ ୪୫୭ ଆକ୍ରାନ୍ତ ଚିହ୍ନଟ
ବଲାଙ୍ଗୀର,୨୭/୪- ବଲାଙ୍ଗୀର ଜିଲ୍ଲାରେ ଆଜି ୪୫୭ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ରାଜ୍ୟରେ ୨ୟ ସ୍ଥାନରେ ରହିଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ତଥ୍ୟରୁ ଜଣାଯାଇଛି । ଦିନକରେ ୩୨୨ ପରେ କମି କମି ୯୮ରେ ପହଞ୍ଚିବା ପରେ ପୁଣି ରେକର୍ଡ ସଂଖ୍ୟକ ୪୫୭ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା!-->…
Read More...
Read More...