Sign in
Sign in
Recover your password.
A password will be e-mailed to you.
ଗଜପତିରେ ପୁଣି ୮୯ ଜଣ କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି,୧୦/୫- ଗଜପତି ଜିଲ୍ଲାରେ ଆଜି ପୁଣି ୮୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛି ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରରେ ୪୧ ଜଣ, ଗୋଶାଣି ବ୍ଳକରେ ୧୧ ଜଣ,ଗୁମ୍ମା ବ୍ଳକରୁ ୩ ଜଣ,କାଶୀ ନଗର ବ୍ଳକରୁ ୧୪ ଜଣ, ମୋହନା ବ୍ଳକରୁ ୧୬!-->…
Read More...
Read More...
ଆରପାରିରେ ସାମ୍ବାଦିକ ଦୂର୍ବାକ୍ଷ ବସ୍ତିଆ, ବିଭିନ୍ନ ମହଲରେ ଶୋକ
ବୌଦ୍ଧ,୧୦/୫ - ଜିଲ୍ଲାର ଜଣେ କାର୍ଯ୍ୟରତ ସାମ୍ବାଦିକ ଦୂର୍ବାକ୍ଷ ବସ୍ତିଆଙ୍କ ଆଜି ପରଲୋକ ହୋଇଯାଇଥିବା ଜଣା ପଡିଛି । ମିଳିଥିବା ସୂଚନା ଅନୁଯାୟୀ କିଛିଦିନ ହେଲା ଶ୍ରୀ ବସ୍ତିଆ ଅସୁସ୍ଥ ଅନୁଭବ କରୁଥିଲେ ଓ ନିଜ ଘର କଣ୍ଟାମାଳବ୍ଲକ ଶୁଣ୍ଢିପଦର ଗ୍ରାମରେ ଥିଲେ । ଆଜି ସକାଳେ ଗୁରୁତର ହେବାରୁ!-->…
Read More...
Read More...
କନ୍ଧମାଳ ସାଂସଦଙ୍କ ପକ୍ଷରୁ ଅସହାୟଙ୍କୁ ରନ୍ଧାଖାଦ୍ୟ ବଣ୍ଟନ
ବୌଦ୍ଧ/ହରଭଙ୍ଗା୧୦/୫- ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକରେ ଆଜି କନ୍ଧମାଳ ସାଂସଦ ତଥା କିଟ୍କିସ୍ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ପକ୍ଷରୁ ଅସହାୟ ବୃଦ୍ଧବୃଦ୍ଧାଙ୍କୁ ମାଗଣାରେ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଥିବା ଜଣାପଡିଛି । ବାଣୀଭୁଷଣପୁର ପଂଚାୟତ ଝାଡ୍ରାଜିଙ୍ଗ ସ୍ଥିତ ବୃଦ୍ଧାଶ୍ରମକୁ!-->…
Read More...
Read More...
ସାମ୍ବାଦିକ ସଞ୍ଜୟ ସାହୁଙ୍କ ମାତୃ ବିୟୋଗ
ସୁବର୍ଣ୍ଣପୁର୧୦/୫- ଗତ କାଲି ସନ୍ଧ୍ୟାରେ ବୁର୍ଲା କୋଭିଡ ମେଡିକାଲରେ ସୁବର୍ଣ୍ଣପୁର ଜିଲ୍ଲାର ରାମପୁର (ବଡ଼କରଲେ) ଗାଁ ର ୬୭ ବର୍ଷୀୟା ମହିଳା ତଥା ରାମପୁର, ସୋନପୁର ଅଞ୍ଚଳର ଯୁବ ସଂଗଠକ, ଶିକ୍ଷକ, ଯାଦୁଗର ତଥା ସାମ୍ବାଦିକ ସଞ୍ଜୟ କୁମାର ସାହୁଙ୍କ ମାତା କୌଶଲ୍ୟା ସାହୁଙ୍କ ଦେହାନ୍ତ!-->…
Read More...
Read More...
ଗ୍ରାମ୍ୟ ଜଙ୍ଗଲକୁ ନେଇ ବିବାଦ, ତିନିଗ୍ରାମର ଗ୍ରାମବାସୀ ମୁହାଁମୁହିଁ
ଦଶପଲ୍ଲା,୧୦/୫ : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ କୁଲୁରୁକୁମ୍ପା ଗ୍ରାମ ପଂଚାୟତ ଅନ୍ତର୍ଗତ ତିନିଗୋଟି ଗ୍ରାମବାସୀଙ୍କ କିଛିଦିନ ହେବ ସ୍ଥାନୀୟ ଗ୍ରାମ୍ୟ ଜଙ୍ଗଲକୁ ନେଇ ବିବାଦ ଲାଗିରହିଥିବା ବେଳେ ଏ ନେଇ ତିନିଗ୍ରାମର ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି । ସୂଚନା ମୁତାବକ ଗତ ୨୦୧୫ ମସିହାରେ!-->…
Read More...
Read More...
ଲକଡାଉନ ନିୟମ ଉଲଂଘନ କରି ୧୨ଟାପରେ ଦୋକାନ ଖୋଲିଥିବାରୁ ସିଲ୍ କଲେ ତହସିଲଦାର
ଦାରିଙ୍ଗବାଡ଼ି ୧୦/୫: କରୋନାର ଦ୍ୱିତୀୟ ଲହର ସଂକ୍ରମଣର ଭୟବହତାକୁ ଦୃଷ୍ଟିରେ ରଖି ସରକାର ସାରାରାଜ୍ୟରେ ଲକଡାଉନ ଓ ସପ୍ତାହନ୍ତ ସଟଡାଉନ ଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଇଡ଼ଲାଇନ ଜାରି କରାଯାଇଥିବାବେଳେ କେତେକ ଅମାନିଆ ଏହାର ଖୋଲାଖୋଲି ଉଲଂଘନ!-->…
Read More...
Read More...
ପାଟଣାଗଡରେ ସାମ୍ବଦିକଙ୍କୁ କୋଭିଡ ଟୀକା ଦିଆଗଲା
ପାଟଣାଗଡ,୧୦/୫: ବଲାଙ୍ଗୀର ଜିଲ୍ଲା ପାଟଣାଗଡରେ ଆଜି ସାମ୍ବଦିକଙ୍କୁ କରୋନା ଟୀକା ଦିଆଯାଇଛି । ସରକାର ସାମ୍ବଦିକ ମାନଙ୍କୁ କରୋନା ଯୋଦ୍ଧା ଘୋଷଣା କରିବାପରେ ପାଟଣାଗଡ ଡାକ୍ତରଖାନା ପରିସରରେ ଥିବା ରକ୍ତଭଣ୍ଡାର ଠାରେ ସାମ୍ବାଦିକ ମାନଙ୍କୁ କରୋନା ଟୀକା ପ୍ରଦାନ କରାଯାଇଛି । ଏହି ଟୀକାକରଣ!-->…
Read More...
Read More...
କନ୍ଧମାଳ ସଂସଦୀୟ କ୍ଷେତ୍ରର କୋଭିଡ୍ ସମୀକ୍ଷା କଲେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ
ଫୁଲବାଣୀ : କନ୍ଧମାଳ ସଂସଦୀୟ କ୍ଷେତ୍ରର ବିଭିନ୍ନ ଜିଲ୍ଲାରେ କୋଭିଡ୍ ପରିଚାଳନା ନେଇ ସାଂସଦ ଅଚ୍ୟୁତ ସାମନ୍ତ ନିୟମିତ ସମୀକ୍ଷା ଜାରି ରଖିଛନ୍ତି । ପ୍ରତି ସପ୍ତାହରେ ସଂସଦୀୟ କ୍ଷେତ୍ରର ବିଭିନ୍ନ ଜିଲ୍ଲାପାଳଙ୍କ ସହ କୋଭିଡ୍ ପରିଚାଳନା ନେଇ ଆଲୋଚନା କରିଆସୁଛନ୍ତି । ଚଳିତ ସପ୍ତାହରେ ସାଂସଦ!-->…
Read More...
Read More...
ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଚକ୍ରଧର ଭୋଇଙ୍କ ପରଲୋକ
ବୌଦ୍ଧ/ଜହ୍ନାପଙ୍କ,୧୦/୫- ବୌଦ୍ଧବ୍ଳକ ତେଲିବନ୍ଧର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଚକ୍ରଧର ଭୋଇ(୮୫)ଙ୍କ ରବିବାର ରାତିପ୍ରାୟ ୧୧ ଟା ବେଳେ ନିଜ ବାସଭବନରେ ହୃଦଘାତରେ ପରଲୋକ ଘଟିଛି । ସେ ୧୯୫୯ ମସିହାରେ କଣ୍ଟାମାଳ ବ୍ଳକର ବାର୍ଡୋଲ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା ଆରମ୍ଭ କରିଥିଲେ । ତାପରେ!-->…
Read More...
Read More...