ମହିଳା ସଙ୍ଗଠନ ଅନନ୍ୟା ଆନୁକୂଲ୍ୟରେ ମହାଶିବରାତ୍ରି ପାଳିତ
ପାରଳାଖେମୁଣ୍ଡି,୧୨/୩- ପବିତ୍ର ମହାଶିବରାତ୍ରୀ ଅବସରରେ କରଣସାହିସ୍ଥିତ ନୃସିଂହନାଥ ମନ୍ଦିର ମୁକ୍ତ ମଞ୍ଚରେ ଅନନ୍ୟା ମହିଳା ସଙ୍ଗଠନ ପକ୍ଷରୁ ଭକ୍ତି ସଙ୍ଗୀତ ଏବଂ ଓଡ଼ିଶୀ ନୃତ୍ୟ , ମହାରୀ ନୃତ୍ୟ ଏବଂ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା । ସଂଗଠନର ସଭାନେତ୍ରୀ ମମତା ଆପଟ, ସମ୍ପାଦିକା!-->…
Read More...
Read More...