ଭୁଶୁଡ଼ି ପଡ଼ିଲା ବିଦ୍ୟାଳୟ ଫାଟକ ଚାପି ହୋଇ ଜଣେ ଛାତ୍ରୀ ମୃତ, ୨ ଛାତ୍ରଛାତ୍ରୀ ଗୁରୁତର
ଦାରିଙ୍ଗବାଡ଼ି,୧୦/୩ :କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ବେଲକଟି ଗ୍ରାମରେ ଆଜି ଏକ ଦୁଃଖଦ ଘଟଣା ଘଟିଯାଇଛି I ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟର ଫାଟକ ଭାଙ୍ଗି ଭୁଶୁଡ଼ି ଯିବାରୁ ସେଥିରେ ଚାପି ହୋଇଯାଇ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟି ଥିବା ବେଳେ ଜଣେ ଛାତ୍ରୀ ଏବଂ ଜଣେ ଛାତ୍ର ଗୁରୁତ୍ୱର!-->…
Read More...
Read More...