ବୌଦ୍ଧ : ଆଜି ପୁଣି ୩ କରୋନା ପଜିଟିଭ ଚିହ୍ନଟ, ସ୍ୱାବ ନମୂନା ସଂଗ୍ରହ ସଂଖ୍ୟା ୫୦ ହଜାର ଟପିଲା

ବୌଦ୍ଧ,୨୧/୧୨ - ଗତ କାଲି ଜିଲ୍ଲାରୁ ୩ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ଜିଲ୍ଲାରେ ତିନି ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜିର ୩ କରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ୍‌ ୨୭୬୪ ଜଣ କରୋନା
Read More...

ସ୍କୁଲ ଗେଟ ସଂପୂର୍ଣ୍ଣ ହେବ କେବେ ?

ଜହ୍ନାପଙ୍କ,୨୧/୧୨- ବୌଦ୍ଧ ବ୍ଳକ ମୁଣ୍ଡାପଡା ପଂଚାୟତ ଅନ୍ତର୍ଗତ କମିରା ନୋଡାଲ ଉଚ୍ଚ଼ ବିଦ୍ୟାଳୟର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଅଧାପନ୍ତରିଆ ହୋଇଥିବା ଯୋଗୁଁ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି । ଏସମ୍ପର୍କରେ ସ୍କୁଲ ପରିଚାଳନା କମିଟିର ସଦସ୍ୟ ମାନେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି
Read More...

ଶୀତର ଲହରୀ ଜାରି, ଜଣେ ମୃତ୍ୟୁ ଅଭିଯୋଗ

ହରଭଙ୍ଗା: ଅଚାନକ ଖସିଲା ପାରଦ । ଜାଡ ମାଡରେ ଅସ୍ତବ୍ୟସ୍ତ ହରଭଙ୍ଗା ବ୍ଲକ । ସବୁଠି ହାଡଭଙ୍ଗା ଶୀତ । ଥଣ୍ଡା ପବନ ବାଜିଲା ବେଳକୁ ଶିହରି ହୋଇଯାଉଛି । ୩ଦିନ ଧରି ହରଭଙ୍ଗା ଅଞ୍ଚଳରେ ଶୀତ ଲହରୀ ଜାରି ରହୁଥିବା ଫଳରେ ଜନସରଧାରଣ ଅସ୍ତବ୍ୟସ୍ତ ହୋଇପଡିଛନ୍ତି । ଆଜି ସକାଳ ୭ଟା ବେଳେ ହରଭଙ୍ଗା
Read More...

ସିମନବାଡ଼ିରେ ସିକଲିଂ ରୋଗ ସମ୍ବନ୍ଧିତ କର୍ମଶାଳା ଓ ଲ୍ୟାବ୍‌ ଉଦଘାଟନ

ବାଲିଗୁଡ଼ା,୨୧/୧୨: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍‌ ସିମନବାଡ଼ି ପଞ୍ଚାୟତର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ସିକିଲିଂ ରୋଗ ସମ୍ବନ୍ଧିତ ଜାତୀୟ ଟାସ୍କ ଫୋର୍ସ ପ୍ରକଳ୍ପ ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ ନୂଆ ଦିଲ୍ଲୀ(ଆଇସିଏମଆର) ଆଞ୍ଚଳିକ ଚିକିତ୍ସା ଅନୁସନ୍ଧାନ
Read More...

ବନ୍ଧାପଥର ପି.ପି.ସି.ରେ ଧାନକ୍ରୟର ଶୁଭାରମ୍ଭ

ବୌଦ୍ଧ,୨୧/୧୨ - ହରଭଙ୍ଗା ବ୍ଲକ ବନ୍ଧାପଥର ଠାରେ ଖରିଫ ଧାନ କ୍ରୟ ପାଇଁ ଆଜି ମଣ୍ଡିର ଶୁଭାରମ୍ଭ କରାଯାଇଥିବା ଜଣାପଡିଛି । ବନ୍ଧାପଥର ଗ୍ରାମ ପଞ୍ଚାୟତର ସରପଞ୍ଚ ରମାକାନ୍ତ ପ୍ରଧାନ ପୂଜାର୍ଚ୍ଚନା ପରେ ମଣ୍ଡିକୁ ଉଦଘାଟନ କରିଥିଲେ । ଏ ଅବସରରେ ସରସରା ସେବା ସମବାୟ ସମିତିର ସମ୍ପାଦକ ପ୍ରିୟ
Read More...

ସ୍ୱେଚ୍ଛାସେବୀ ମାନଙ୍କ ଦ୍ବାରା ସ୍ୱଚ୍ଛ ଭାରତ ଅଭିଯାନ

ବୌଦ୍ଧ,୨୧/୧୨ - କଣ୍ଟାମାଳ ବ୍ଲକ ଯୋଗିନ୍ଦ୍ର ପୁର ଗ୍ରାମ ହରିଜନ ପଡାର ରାସ୍ତା ଘାଟ ଓ ନଳକୂପ ଆଦିକୁ ସ୍ୱେଚ୍ଛାସେବୀ ମାନେ ସଫା ସୁତରା କରିବା ସହ ସ୍ବଚ୍ଛ ଭାରତର ବାର୍ତ୍ତା ଦେଇଛନ୍ତି l ନେହେରୁ ଯୁବ କେନ୍ଦ୍ର ଆନୁକୁଲ୍ୟରେ ଗ୍ରାମର ଜୟ ବଜରଙ୍ଗବାଲି କ୍ଲବର ସ୍ୱେଚ୍ଛାସେବୀ ମାନେ ସଭାପତି
Read More...

ଦାରିଙ୍ଗବାଡ଼ିରେ ଚଳିତ ବର୍ଷର ପ୍ରଥମ ତୁଷାରପାତ

ବାଲିଗୁଡ଼ା,୨୧/୧୨: ଜାଡ଼ରେ ଥରୁଛି କନ୍ଧମାଳ ଜିଲ୍ଲା । ଚଳିତବର୍ଷ ଓଡ଼ିଶାର କାଶ୍ମୀର ଦାରିଙ୍ଗିବାଡ଼ିରେ ପ୍ରଥମ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି । ଆଜି ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୬ଡିଗ୍ରୀ ଥିବା ଜଣାପଡ଼ିଛି । ଧିରେଧିରେ ପାରଦ ଖସିବା ସହ ଶୀତର ପ୍ରକୋପ ମଧ୍ୟ
Read More...

ଓ.ଟି.ଇ.ଟି. ଜାଲିଆତି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ କେବେ ?

ବୌଦ୍ଧ,୨୧/୧୨ - ବୌଦ୍ଧ ଜିଲ୍ଲାରେ କାର୍ଯ୍ୟରତ ୮୯ ଜଣ ଗଣ ଶିକ୍ଷକ ନିୟମିତ ହେବା ପାଇଁ ସମସ୍ତ ମାନଦଣ୍ଡ ପୁରଣ କରିଥିବା ଦାବୀକରି ଆବେଦନ କରିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ସେମାନଙ୍କ କାଗଜ ପତ୍ର ଯାଞ୍ଚ କରାଯାଇଛି ଓ ସେଥି ମଧ୍ୟରୁ ୪୯ ଜଣଙ୍କ ଓ.ଟି.ଇ.ଟି. ପାସ୍‌
Read More...

ବୌଦ୍ଧ : ପୁଣି ଆଜି ୩ କରୋନା ଆକ୍ରାନ୍ତ ଚିହ୍ନଟ

ବୌଦ୍ଧ,୨୦/୧୨ - ଗତ ଦୁଇ ଦିନ ଧରି ଜିଲ୍ଲାରୁ କୌଣସି କରୋନା ପଜିଟିଭ ଚିହ୍ନଟ ହୋଇନଥିବା ବେଳେ ଆଜି ପୁଣି ଜିଲ୍ଲାରେ ତିନି ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜିର ୩ କରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ୍‌ ୨୭୬୧
Read More...

ଖଳାରେ ନିଆଁଲାଗି ବହୁ ପରିମାଣର ଧାନ ଶସ୍ୟ ଭସ୍ମୀଭୂତ

ବୌଦ୍ଧ,୨୦/୧୨ - ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ ଶୁଣ୍ଢିପଦର ଗ୍ରାମ ପଞ୍ଚାୟତ ଲକ୍ଷ୍ମୀପ୍ରସାଦ ଗ୍ରାମରେ ଗୋଟିଏ ସାମୁହିକ ଖଳାରେ ଆଜି ଅପରାହ୍ନ ୫ ଘଣ୍ଟା ସମୟରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ୪ ଜଣ ଚାଷୀଙ୍କ ଛୋଟ ବଡ ପ୍ରାୟ ୧୪ ଗୋଟି ଧାନ ଖରୀ ପୋଡି ଯାଇଥିବା ଜଣାପଡିଛି । ଗାଆଁ ଠାରୁ ପ୍ରାୟ
Read More...