ସମରକଟାରେ ମୋ ଚାଟଶାଳୀ ପାଠର ଶୁଭାରମ୍ଭ
ବୌଦ୍ଧ/ହରଭଙ୍ଗା - ୧୨ ଆଦିମ ଅଧିବାସୀ ଏକତା ମଞ୍ଚ ତରଫରୁ ମୋ ଚାଟଶାଳୀ ହରଭଙ୍ଗାବ୍ଲକ ଧଳପୁର ପଂଚାୟତର ସମରକଟା କଇଁଫୁଲ ଆଶ୍ରମ ଠାରେ ଶୁଭାରମ୍ଭ ହୋଇଯାଇଛି। ଏଥିରେ ଓଡ଼ିଶା ଶ୍ରମଜୀବୀ ମଞ୍ଚ ସଭାପତି ଦାଶରଥୀ ନାଏକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏଠାରେ ସମର କଟା, ବଦଳାସାହି ଗ୍ରାମର!-->…
Read More...
Read More...