ବିଳାସପୁର୍ ଧାନ ମଣ୍ଡି ଖୋଲିଲା
ବୌଦ୍ଧ,୧୪/୧୨ – କଣ୍ଟାମାଳ ବ୍ଲକ ବିଳାସପୁର୍ ସେବା ସମବାୟ ସମିତି ତରଫରୁ ଗୁଡଭେଲିପଦର ପି.ପି.ସି. ଠାରେ ଆଜି ଖରିଫ ଧାନ କ୍ରୟ ପାଇଁ ମଣ୍ଡି ଆରମ୍ଭ ହୋଇଯାଇଛି । ସମିତିର ସମ୍ପାଦକ ପ୍ରଦୋଷ କୁମାର୍ ଦନ୍ତା ମଣ୍ଡିକୁ ଉଦଘାଟନ କରିଥିଲେ । ଚାଷୀ ରାଧେଶ୍ୟାମ ମହାକୁଡ଼, ମୋହନ ଦନ୍ତା,!-->…
Read More...
Read More...